ପୁଳେଶ୍ୱର ଗ୍ରାମରେ ଅଗ୍ନିକାଣ୍ଡ; ୩୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ ଦଗ୍ଧ ।

ଉଲୁଣ୍ଡା,୨୯/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶର ଗାଁ ରେ ଗତ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜୈନିକ ବ୍ୟକ୍ତିଙ୍କର ୩୦ରୁ ଉର୍ଦ୍ଧ୍ବ ଛେଳି ଜୀବନ୍ତ…
Read More...

ମାନସିକ ବିକୃତ ପୁଅର ଆକ୍ରମଣରେ ମାଆ ଗୁରୁତର ।

ଭଞ୍ଜନଗର,୨୯/୧୧(ପିପିଟି): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ରହୁଥିବା ଜଣେ ବୃଦ୍ଧାଙ୍କୁ ତାଙ୍କ ଜନ୍ମିତ ମାନସିକ ବିକୃତ ପୁଅ ଆକ୍ରମଣ କରିବାରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଆଜି ସକାଳେ ବାସନ୍ତୀ…
Read More...

ମିଥ୍ଯା ଏନକାଉଣ୍ଟର ପ୍ରତିବାଦରେ କଂଗ୍ରେସ ତରଫରୁ ଦାବିପତ୍ର ପ୍ରଦାନ ।

ମାଲକାନଗିରି,୨୮/୧୧(ପିପିଟି): ମିଥ୍ଯା ଏନକାଉଣ୍ଟର ପ୍ରତିବାଦ ରେ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ମୁଖ୍ଯ ମନ୍ତ୍ରୀଙ୍କୁ ୪ ଦଫା ସମ୍ବଳିତ ଦାବିପତ୍ର ଆଜି ପ୍ରଦାନ କରାଯାଇଛି। ଗତ ୧୦ ତାରିଖ ରାତ୍ରରେ…
Read More...

୩୫ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ।

ମାଲକାନଗିରି,୨୮/୧୧(ପିପିଟି):ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂଙ୍କ ଅଧ୍ଯକ୍ଷତାରେ ୩୫ ଗୋଟି ଅଭିଯୋଗ ଶୁଣାଣି କରିଥିଲେ।ଚିତ୍ରକୋଣ୍ଡା ବ୍ଲକର ଅଞ୍ଚଳର ଅଠର ଗୋଟି ପଞ୍ଚାୟତରୁ ଜନସାଧାରଣ…
Read More...

ସାଇ ଗୁରୁକୂଳ ସ୍କୁଲ ଓ ଏନ୍ଏସିରେ ମାଇମ ଆର୍ଟ ପ୍ରଦର୍ଶନ ।

ଭଞ୍ଜନଗର,୨୮/୧୧(ପିପିଟି): ମାଇମ୍ ଅଭିନୟ ତଥା ମୁକାଭିନୟକୁ ଓଡ଼ିଶାରେ ପ୍ରଚାର ପ୍ରସାର ଉଦେଶ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସହଯୋଗ କ୍ରମେ ଓଡିଶା ମାଇମ୍ ସେଣ୍ଟର ତରଫରୁ ଏମ.ଫେଷ୍ଟ ନାମ ରେ ୨୫ ନଭେମ୍ବରରୁ ୨୯ ତାରିଖ…
Read More...

ଦୁର୍ନୀତି ଭ୍ରଷ୍ଟାଚାର ବିରୋଧ ମଞ୍ଚର ଶପଥ ଗ୍ରହଣ ଆସନ୍ତା ମଙ୍ଗଳ ବାର ଦିନ ଅନୁଷ୍ଠିତ ହେବ ।

ବାଲିଗୁଡା,୨୮/୧୧(ପିପିଟି): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହିର ପ୍ରତକ୍ଷ୍ଯ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ…
Read More...

୮ଦଫା ଦାବି ନେଇ ବୋଲଗଡ଼ ବ୍ଲକରେ ଗର୍ଜିଲେ ଅଙ୍ଗନୱାଡ଼ି କର୍ମୀ।

ବୋଲଗଡ଼,୨୮/୧୧(ପିପିଟି):ସରକାରଙ୍କ ନିର୍ଦ୍ଦେଶ ସତ୍ବେ କେନ୍ଦ୍ର ବନ୍ଦ କରି ରାଜଧାନୀ ଗାନ୍ଧୀ ମାର୍ଗରେ ଅଙ୍ଗନୱାଡ଼ି କର୍ମୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼…
Read More...

ପୋଖରୀରେ ବୁଡି ୪ ବର୍ଷର ବାଳକ ମୃତ ।

ବେଲଗୁଣ୍ଠା,୨୮/୧୧(ପିପିଟି):ବେଲଗୁଣ୍ଠା ବାଙ୍କ ବଜାର ନିକଟସ୍ଥ ପିଲାଖାଇ ପୋଖରୀରେ ବୁଡି ଜଣେ ଚାରି ବର୍ଷର ବାଳକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ସକାଳ ୧୧.୩୦ ମିନିଟ୍ ସମୟରେ ପିଲାଖାଇ ପୋଖରୀ ହୁଡ଼ାରେ ମାଁ…
Read More...

ରାଜ୍ୟରେ ମହିଳାମାନେ ଅସୁରକ୍ଷିତ;ବିଗତ ୧୦ବର୍ଷ ମଧ୍ଯରେ ୨୮,୦୨୧ ଦୁଷ୍କର୍ମର ଶିକାର।

ଭୁବନେଶ୍ବର,୨୮/୧୧: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହଁନ୍ତି। ପ୍ରତିଦିନ ଥାନାକୁ ଦୁଷ୍କର୍ମ, ଅସଦାଚରଣ, ଯୌତୁକଜନିତ ମାମଲା ଆସୁଛି। ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୮,୦୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରେ…
Read More...

ପୋଲସରା ଥାନା ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୮୧ ୟୁନିଟ ରକ୍ତ ସଂଗ୍ରହ।

ପୋଲସରା,୨୩/୧୧(ପିପିଟି): ପୋଲସରା ପୋଲିସ ଥାନା ପରିସର ମଧ୍ୟରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପୋଲସରା ଥାନା ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଶିବିରକୁ…
Read More...