ଯୁକ୍ତ ୩ ପରୀକ୍ଷା ଫଳକୁ ନେଇ କୁହୁଳୁଛି ଅସନ୍ତୋଷ ୩୧୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୩ ଫେଲ ।

କନ୍ଧମାଳ,୧୦/୧୨(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ୱୟଂ ଶାସିତ ମାନ୍ୟତା ଉଠି ଯାଇଛି। ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନକରି ପରୀକ୍ଷା କରାଯାଇଛି। ସେହିଭଳି ଆବଶ୍ୟକତା ଠାରୁ…
Read More...

ଜିଲ୍ଲାରେ ବିଶ୍ଵକପ୍ ହକି ଟ୍ରଫି ପରିକ୍ରମା ଓ ମାଲ୍ୟବନ୍ତ ମହୋତ୍ସବରେ କ୍ରୀଡା ପ୍ରତିଯୋଗିତା ନେଇ ବୈଠକ ।

ମାଲକାନଗିରି,୦୯/୧୨(ପିପିଟି): ବିଶ୍ଵ କପ୍ ହକି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଗୁଡ଼ିକୁ ଆଡମ୍ବର ସହକାରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ସାରା ରାଜ୍ୟରେ ବିଶ୍ଵ କପ୍ ହକି…
Read More...

କ୍ଷତ୍ରିୟବରପୁର ଡିଗ୍ରୀ କଲେଜ୍ ରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର ।

ବେଲଗୁଣ୍ଠା,୦୯/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରାସାୟନ ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ରବିନାରାୟଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଏସିଡ଼୍ ଡିପୋଜିସନ୍…
Read More...

ଅବ୍ୟବସ୍ଥା ଭିତରେ ରାଜସୁନାଖଳା ରେଳଷ୍ଟେସନ।

ରାଜସୁନାଖଳା,୦୯/୧୨(ପିପିଟି): ଖୋର୍ଦ୍ଧା-ବଲାଙ୍ଗୀର କୁ ସଂଯୋଗ କରୁଥିବା ରେଳ ଷ୍ଟେସନ ରାଜ ସୁନାଖଳା ଠାରେ ଥିବା ରେଳ ଷ୍ଟେସନଟି ଏକ ବ୍ୟବସାୟ କ୍ଷେତ୍ରର ପେଣ୍ଠ ସ୍ଥଳୀ ଭାବରେ ବହୁ ସୁନାମ ଅର୍ଜନ କରିଛି । କିନ୍ତୁ ଦୁଃଖର…
Read More...

୧୬ରୁ ଉପଖଣ୍ଡରେ ଖୋଲିବ ମଣ୍ଡି ୪୧,୯୨୭ ଜଣ ଚାଷୀ ୧୬୧ ଟି କେନ୍ଦ୍ରରେ ବିକିବେ ଧାନ ।

ଭଞ୍ଜନଗର,୦୯/୧୨(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଧାନକ୍ରୟ କମିଟି ବୈଠକ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
Read More...

ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ସହ ଅଭିଯୁକ୍ତ ଗିରଫ ।

ଭଞ୍ଜନଗର,୦୮/୧୨(ପିପିଟି) : ମୋପେଡ ଗାଡିରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ନେଇ ଯାଉଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ୧୨ ଲିଟର ରୁ ଉର୍ଦ୍ଧ୍ବ ମଦ ଜବତ କରିଛି । ତାରାସିଙ୍ଗି ଥାନା ଅଧୀନ ଗାୟାଗଣ୍ଡା ଗ୍ରାମର…
Read More...

ଜିଲ୍ଲାରେ ଭୋଟରଙ୍କ ଅନୁପାତ ବୃଦ୍ଧି କରିବାକୁ ନିବେଦନ ।

ମାଲକାନଗିରି,୦୮/୧୨(ପିପିଟି): ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଅଧୀନରେ ପ୍ରାପ୍ତ ହୋଇଥିବା ଦାବି ଓ ଆପତ୍ତି କିମ୍ବା ଅଭିଯୋଗ ତଥ୍ୟକୁ ବିଭିନ୍ନ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି।…
Read More...

ସେକ୍ସ କାରବାରରେ ୩ ଗିରଫ, ୧୦,୫୦୦ ଟଙ୍କା ଜବତ ।

ମାଲକାନଗିରି,୦୮/୧୨(ପିପିଟି): ମାଲକାନଗିରି ସଦର ମହକୁମାର ଏକ ପରିତ୍ଯକ୍ତ ଘରେ ସେକ୍ସ କାରବାର ସୂଚନା ପାଇ ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିବା ଜଣାପଡିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ…
Read More...

ଇତିହାସ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନା ।

ମାଲକାନଗିରି,୦୮/୧୨(ପିପିଟି):ମାଲକାନଗିରି ମହାବିଦ୍ୟାଳୟର ଇତିହାସ (ସମ୍ମାନ) ବିଭାଗ ତରଫରୁ ନବାଗତଙ୍କ ନିମନ୍ତେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ…
Read More...

କ୍ଷତ୍ରିୟବରପୁର ଡିଗ୍ରୀ କଲେଜ୍ ରେ ପଦାର୍ଥ ବିଜ୍ଞାନ ବିଭାଗର ପାଠଚକ୍ର ।

ବେଲଗୁଣ୍ଠା,୦୮/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏଲ୍ଆଇ-ଏଫ୍ଆଇ ସମ୍ପର୍କରେ ଏକ ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର…
Read More...