ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ।

ପୋଲସରା,୧୩/୧୨(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ଝିଟିକାବାଡି ଓ ସୋଡକ ଗ୍ରାମ ଠାରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ସଂଯୋଗି କରଣ ପ୍ରକଳ୍ପକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସହୁ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିବା…
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼୍‌ସ୍‌ରେ ଅନନ୍ଯା ।

ପୋଲସରା,୧୩/୧୨(ପିପିଟି):କୁହାଯାଏ, ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍ ଶୈଶବରୁ ପ୍ରତିଭାର ପରିସ୍ଫୁଟନ ଘଟେ। ସେହିଭଳି ଜଣେ ପ୍ରତିଭାବାନ୍ ଶିଶୁ ହେଉଛନ୍ତି ଅନନ୍ୟା ପ୍ରିୟଦର୍ଶିନୀ ସ୍ବାଇଁ। ବୟସ ମାତ୍ର ୪ ବର୍ଷ ୯ ମାସ।…
Read More...

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ଯୁ ।

ମାଲକାନଗିରି,୧୨/୧୨(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ଥାନା ସାଲିମି ଫାଣ୍ଡି ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାସକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା…
Read More...

ମାଲକାନଗିରି ମହାବିଦ୍ୟାଳୟରେ ଟୁର୍ଣ୍ଣାମେଣ୍ଟ ।

ମାଲକାନଗିରି,୧୨/୧୨(ପିପିଟି): ମାଲକାନଗିରି ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଓ ଭଳିବଲ ଟୁର୍ଣ୍ଣ ମେଣ୍ଟ ଆୟୋଜନ କରାଯାଇଅଛି। ଏହି ଟୁର୍ଣ୍ଣମେଣ୍ଟ ୧୨ ତାରିଖ ରୁ ଆରମ୍ଭ ହୋଇ ୧୫…
Read More...

ଲୋପ ହେବାକୁ ବସିଲେଣି ଘରଚଟିଆ ବଂଶ।

ବୋଲଗଡ଼,୧୨/୧୨(ପିପିଟି): ମଣିଷନିଜର ସୁଖ ସୁବିଧା ପାଇଁ କୋଠା ଘର ତିଆରିକଲା କିନ୍ତୁ ନିରୀହ ଘରଚଟିଆପକ୍ଷୀ ବାସହରା ହୋଇଗଲା। ଏହି ଘରଚଟିଆପକ୍ଷୀ ପୂର୍ବରୁ ଚାଳଛପର ର ଘର ଓଳି ତଳେ କିଚିରି ମିଚିରିଶବ୍ଦ କରୁଥିବା ଘରଚଟିଆ ନିଜର…
Read More...

ବାଲିଗୁଡାକୁ ଜିଲ୍ଲା ଘୋଷଣା ଦାବି ଜୋରଧରିଲା : ଦ୍ୱିତୀୟ ବୈଠକରେ ସମସ୍ତଙ୍କ ସହଯୋଗ ରହିଲା ।

ବାଲିଗୁଡା,୧୧/୧୨(ପିପିଟି): ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା କୁ ଜିଲ୍ଲା ଦାବୀ ନେଇ ମିଳିତ ମଞ୍ଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ହୋଟେଲ ବିଭବ ଠାରେ ଦ୍ୱିତୀୟ ବୈଠକ…
Read More...

ଆଗାମୀ ସାଧାରଣ ନିର୍ବାଚନ ପାଇଁ କବିସୂର୍ଯ୍ୟନଗର ଚଳଚଞ୍ଚଳ।

କବିସୂର୍ଯ୍ୟନଗର,୧୧/୧୨(ପିପିଟି):ଆଗାମୀ ସାଧାରଣ ନିର୍ବାଚନ ପାଇଁ କବିସୂର୍ଯ୍ୟନଗର ଚଳଚଞ୍ଚଳ ଆରମ୍ଭ ହୋଇଛି। ବିଜେଡି ଓ ବିଜେପିରୁ ଟିକେଟ ପାଇବା ପାଇଁ ଆଶାୟୀଙ୍କ ସଂଖ୍ଯା ବଢୁଛି। କବିସୂର୍ଯ୍ୟନଗର ୧୨୫ ବିଧାନସଭା ନିର୍ବାଚନ…
Read More...

କନ୍ଧମାଳରେ ଆର୍ଥିକ ପରିଚାଳନା ଉପରେ କର୍ମଶାଳା ।

କନ୍ଧମାଳ,୧୦/୧୨(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ ମାନଙ୍କର ଆର୍ଥିକ ଓ ସାଧାରଣ ପରିଚାଳନା କରିବା ପାଇଁ ବିଭିନ୍ନ ଆଇନିର ଦିଗ ଉପରେ ଏକ ଦିନିଆ କର୍ମଶାଳା ନିପୀଡିତ ସଭାଗୃହରେ…
Read More...

ଛାତ ରଡ୍ ରେ ଝୁଲି ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ।

ବେଲଗୁଣ୍ଠା,୧୦/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ ତଥା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୀରୀସୋଲା ଗ୍ରାମରେ ଜଣେ ୬୧ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣା ପଡିଛି । ବ୍ୟକ୍ତି ଜଣଙ୍କ ସେହିଗ୍ରାମର ଭବାନୀ ଜେନାଙ୍କ ପୁଅ ଧୋବା…
Read More...

ଆଦିବାସୀ ମାନ୍ଯତା ଦିବିରେ ମାଳି ସଂପ୍ରଦାୟ ।

ମାଲକାନଗିରି,୧୦/୧୧(ପିପିଟି): ଆବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ବହୁ ପୁରାତନ ମାଳି ଜାତିକୁ ମାନ୍ୟତା ପ୍ରଦାନ କରିବା ନିମନ୍ତେ ଆଜି ମାଲକାନଗିରି ସହରରେ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...