କେନ୍ଦ୍ର ସରକାରଙ୍କ ଚାଉଳ କାଟ ଘଟଣାକୁ ନେଇ ବିଜେଡିର ପ୍ରତିବାଦ।

ତିର୍ତ୍ତୋଲ,୧୬/୦୨(ପିପିଟି); ତିର୍ତ୍ତୋଲ ବିଜୁ ଜନତାଦଳ ତରଫରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ଯୋଜନାରୁ ବଞ୍ଚିତ…
Read More...

କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣ ବିକ୍ଷୋଭ ।

କୋଦଳା,୧୬/୦୨(ପିପିଟି):କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମିଳୁଥିବା ୫କେଜି ଲେଖାଏ ଚାଉଳ ବନ୍ଦ କରିବା ସହ ଚାଷୀଙ୍କୁ ଅବହେଳା କରୁଥିବା ଅଭିଯୋଗ ନେଇ ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ବୀରମହାରାଜପୁର ରେ ସ୍ବଚ୍ଛ ଭାରତ ମିଶନ ନାଁରେ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ;ରାସ୍ତାକଡ ପାଲଟିଛି ଆବର୍ଜନା ପାହାଡ ।

ଉଲୁଣ୍ଡା,୧୬/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସ୍ବଚ୍ଛ ଭାରତ ମିଶନ ପ୍ରହସନ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇ ରହିଛି। ବସଷ୍ଟାଣ୍ଡ,ଦୈନିକ ବଜାର, କେନ୍ଦୁପାଲି…
Read More...

ପଞ୍ଚାୟତ ଅଫିସ୍ ସମ୍ମୁଖରେ ହିତାଧିକାରୀ ଓ ବିଜେଡି କର୍ମୀଙ୍କ ପ୍ରତିବାଦ ।

ବୋଲଗଡ଼,୧୬/୦୨(ପିପିଟି):କେନ୍ଦ୍ର ସରକାର ଙ୍କ ଓଡିଶା ପ୍ରତି ଅବହେଳା ଓଡିଶାକୁ ଦୃଢ ନିନ୍ଦା କରି କେନ୍ଦ୍ର ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କ ନିମନ୍ତେ ଚାଉଳ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ…
Read More...

ଭଞ୍ଜନଗର ବ୍ଲକ ଓ ଏନ୍ଏସି ରେ ଗର୍ଜିଲା ବିଜେଡ଼ି ।

ଭଞ୍ଜନଗର,୧୬/୦୨(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଭଞ୍ଜନଗର ବିଜୁ ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି…
Read More...

ମାଗଣା ଚାଉଳ ବଣ୍ଟନ ବନ୍ଦକୁ କେନ୍ଦ୍ର କରି ବେଲଗୁଣ୍ଠା ବିଜେଡ଼ିର ଧାରଣା ।

ବେଲଗୁଣ୍ଠା,୧୬/୦୨(ପିପିଟି): ଗରୀବ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରିଦେବା ପରେ ଏହାକୁ ଘୋର ବିରୋଧ କରିଛି ବେଲଗୁଣ୍ଠା ବିଜେଡି । ଆଜି କେନ୍ଦ୍ର ସରକାରଙ୍କ ଗରୀବ ମାରଣ ନୀତିକୁ ବିରୋଧ…
Read More...

ବୀରମହାରାଜପୁର ବ୍ଲକରେ ମନରେଗା ଜନଶୁଣାଣୀ ଶିବିର ।

ଉଲୁଣ୍ଡା,୧୬/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ବୀରମହାରାଜପୁର ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ।

ଉଲୁଣ୍ଡା,୧୫/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ନେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ସାମ୍ପ୍ରତିକ ସମାଜ କଳୁଷିତ ହୋଇପଡିଥିବାବେଳେ ଏହାର…
Read More...

କେନ୍ଦ୍ର ସରକାରଙ୍କ ଚାଉଳ ଉଛେଦକୁ ନେଇ ବିଜେଡିର ଗଣଧାରଣା ।

ଉଲୁଣ୍ଡା,୧୫/୦୨(ପିପିଟି): କେନ୍ଦ୍ର ସରକାରଙ୍କ ‌ଚାଉଳ‌ ଉଛେଦ ନିତିକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଚମ୍ପାମାଲ, ହିଲୁଙ୍ଗ,ଉଫୁଲା, ବାଗବର, ଜଟେସିଂହା ଗ୍ରାମ ପଞ୍ଚାୟତ ସମ୍ମୁଖରେ ବିଜୁ ଜନତା ଦଳର…
Read More...

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ।

ବେଲଗୁଣ୍ଠା,୧୫/୦୨(ପିପିଟି): ବେଲଗୁଣ୍ଠା ବ୍ଲକ୍ ଗୋବରା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ସଦସ୍ୟ ମନଙ୍କ ଚଳିତ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବେଲଗୁଣ୍ଠା ପଞ୍ଚାୟତ ସମିତି…
Read More...