ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ: କୁନିକୁନି କଳାକାର ମାନଙ୍କୁ ନେଇ ଶୋଭାଯାତ୍ରା ।

ବାଲିଗୁଡା,୩୦/୦୩(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳନ ହୋଇ ଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରତ୍ୟେକ ମନ୍ଦିରରେ ପୂଜକ ସକାଳୁ…
Read More...

ଆମ ପୁଲିସ ସମିତି ବୈଠକ;  ଦଣ୍ଡଯାତ୍ରାରେ ଅଶ୍ଲୀଳତା ଉପରେ ନଜର ।

ଭଞ୍ଜନଗର,୨୯/୦୩(ପିପିଟି):ବର୍ତ୍ତମାନ ଦଣ୍ଡଯାତ୍ରା ସମୟରେ ଅଶ୍ଳିଳତାକୁ କିଛି ସ୍ଥାନରେ ପ୍ରାଧ୍ୟାନ୍ୟ ଦେଇ ରେକର୍ଡ ଡ୍ୟାନ୍ସ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉ ଥିବାରୁ ପାରମ୍ପରିକ ସଂସ୍କୃତି ବିପଥଗାମୀ ହେବା ସହ…
Read More...

ହିଞ୍ଜିଳି ପଞ୍ଚାୟତ ସମିତିର ଷଷ୍ଠତମ ସାଧାରଣ ବୈଠକ ଅନୁଷ୍ଠିତ ।

ହିଞ୍ଜିଳିକାଟୁ,୨୯/୦୩(ପିପିଟି):ହିଞ୍ଜିଳି ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଷଷ୍ଠ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ୱତୀ ସେଠୀଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ।…
Read More...

ଜୀବିକା ଛାଡ଼ିବାକୁ ବସିଲେଣି ଖଦୀ କାରିଗର;ମିଳୁନି ସଠିକ୍ ପାରିଶ୍ରମିକ ।

ବୋଲଗଡ,୨୯/ ୦୩ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ପିଚୁକୁଳି, ଚମ୍ପାଇଲୋ, ସାନପଦର,ସଂପୁର,ପଞ୍ଚୁକୋଟ, ଧଳାପଥର,ବଦ୍ଧିପାଟଣା ଓ ବୋଲଗଡ ଗ୍ରାମ ସମେତ ୨୭ ଗୋଟି ଗ୍ରାମରେ ଖଦୀ କାରିଗରୀ ମାନେ ସୂତା କାଟି…
Read More...

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଜୋରିମାନା ।

କନ୍ଧମାଳ,୨୯/୦୩(ପିପିଟି):କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ…
Read More...

ଜିଲ୍ଲାର ଏକମାତ୍ର ସବ ଇନିସ୍ପେକ୍ଟର ଭାବେ ଡିଜିପି ଡିସ୍କ ପୁରସ୍କାର ପାଇବେ କେଶବ ।

ଭଞ୍ଜନଗର,୨୯/୦୩(ପିପିଟି):ଭଞ୍ଜନଗର ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର କେଶବ ଷଢଙ୍ଗୀ ଗଞ୍ଜାମ ଜିଲ୍ଲାର ଏକ ମାତ୍ର ସବ ଇନିସ୍ପେକ୍ଟର ଭାବେ ଡିଜିପି ଡିସ୍କ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଜଣାପଡିଛି । ଆସନ୍ତା…
Read More...

ପିପିଟି ପକ୍ଷରୁ ଆସିକା ଥାନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି।

ଆସିକା,୨୯/୦୩(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ତାଙ୍କର କାର୍ଯ୍ଯ ଦକ୍ଷତା ପାଇଁ ସମ୍ମାନିତ କରାଯାଇଛି। ଥାନା ଅଧୀକାରୀ ଶ୍ରୀ ସାହୁ ଜନ ସମ୍ପର୍କ ସୃଷ୍ଟି…
Read More...

ପିପିଟି ପକ୍ଷରୁ କୋଦଳା ଥାନା ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି।

କୋଦଳା,୨୯/୦୩(ପିପିଟି): ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କୁ ତାଙ୍କର କାର୍ଯ୍ଯ ଦକ୍ଷତା ପାଇଁ ସମ୍ମାନିତ କରାଯାଇଛି। ଥାନା ଅଧୀକାରୀ ଶ୍ରୀ ସାହୁ ନକାରାତ୍ମକ ମନୋଭାବକୁ ଦୂରେଇ ଜନ…
Read More...

ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ନଷ୍ଟ ।

ଭଞ୍ଜନଗର,୨୮/୦୩(ପିପିଟି): ଭଞ୍ଜନଗର ସହରର ବ୍ରାହ୍ମଣସାହିରେ ଆଜି ମଧ୍ୟାହ୍ନ ସମୟରେ ଘରୋଇ ଗ୍ୟାସ୍ ଲିକ୍ କୁନେଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହାରି କିଛି କ୍ଷତି ଘଟି ନଥିବା ବେଳେ ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାପତ୍ର…
Read More...

୫ଟି ସଚିବଙ୍କ ମାଲକାନଗିରି ଗସ୍ତ,ଉନ୍ନୟନ ମୂଳକ କାର୍ଯ୍ଯ ସମୀକ୍ଷା ।

ମାଲକାନଗିରି,୨୮/୦୩(ପିପିଟି): ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା, ଉନ୍ନୟନ ସଚିବ ଅନୁ ଗର୍ଗ ମାଲକାନଗିରି ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ…
Read More...