ଆମ୍ ଆଦମୀ ପାର୍ଟି ତରଫରୁ ଆମ୍ବେଦକର ଜୟନ୍ତୀ ତଥା ହିନ୍ଦୁ ନବବର୍ଷ ଉପଲକ୍ଷେ ପଣାବଣ୍ଟନ।

ବୋଲଗଡ଼,୧୪/୦୪(ପିପିଟି): ସମ୍ବିଧାନ ପ୍ରଣେତା ବୀ ଆର ଆମ୍ବେଦକର ଜୟନ୍ତୀ ତଥା ହିନ୍ଦୁ ନବ ବର୍ଷ ବିଷୁବ ସଂକ୍ରାନ୍ତି ଅବସରରେ ବୋଲଗଡ଼ ବ୍ଲକ୍ ଦଳେଇ ସାହି ପଞ୍ଚାୟତ ମାଣିକ ଗୋଡ଼ା ଠାରେ ଇମ୍ରାନ୍ ଖାନଙ୍କ ଆବାହକ ତ୍ବରେ ଆମ୍ ଆଦମୀ…
Read More...

ଦୀପ ନିଆଁ ଲାଗି ମହିଳା ଗୁରୁତର ।

ଭଞ୍ଜନଗର,୧୩/୦୪(ପିପିଟି):ତାରସିଂ ଥାନା ଗାଲେରୀ ଠାରେ ଆଜି ଦଣ୍ଡଯାତ୍ରାରେ ଅଘଟଣ ଘଟିଯାଇଛି । ମେରୁଯାତ୍ରା ସମୟରେ ଦୀପ ନିଆଁ ସଂଶ୍ପର୍ଶରେ ଆସି ଜଣେ ମହିଳା ଶ୍ରଦ୍ଧାଳୁ ପୋଡ଼ି ହୋଇ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ…
Read More...

ଯୁବକଙ୍କୁ ମରଣାନ୍ତଜ ଆକ୍ରମଣ ।

ଭଞ୍ଜନଗର,୧୩/୦୪(ପିପିଟି):ତାରସିଂ ଥାନା ଓ ଗାଲେରୀ ଫାଣ୍ଡି ଅଧୀନ ବଦାଙ୍ଗି ବିଲେଇ ସାହି ନିକଟରେ ଆଜି ଅଜଣା ଦୁବୃର୍ତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବିଲେଇ ସାହିର ସନ୍ତୋଷ କୁମାର ବେହେରା(୩୫) ଆଜି…
Read More...

ହିନ୍ଦୁ ମୁସଲିମ ଭାଇଚାରାର ଗାଁ ମାଣିକାଗୋଡାରେ ୨୩ କୋଠି ଦଣ୍ଡଙ୍କ ମହା ମିଳନ।

ବୋଲଗଡ଼,୧୩/୦୪(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମରେ ୨୩କୋଠିର ୪୨ ଦଣ୍ଡକାଳୀଙ୍କର ମହାମିଳନ ବ୍ୟାଙ୍କ ଛକ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମହା ଦଣ୍ଡ ମିଳନ ପୂର୍ବରୁ ସମସ୍ତ…
Read More...

ଖଣ୍ଡହଥା ପଂଚାୟତ ସମିତି ସଭ୍ୟ ଉପ ନିର୍ବାଚନ;ବିନୋବାନନ୍ଦ ନିର୍ଦ୍ବନ୍ଦରେ ନିର୍ବାଚିତ ।

ଉଲୁଣ୍ଡା,୧୩/୦୪((ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ‌ଖଣ୍ଡହତା ସମିତି ସଭ୍ୟ ଭାବରେ ଯୁବ ନେତା ବିନୋବାନନ୍ଦ ପଧାନ (ବିନୁ) ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି । ଉକ୍ତ ପଞ୍ଚାୟତର…
Read More...

ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ରବି ନାରାୟଣ ବେହେରାଙ୍କ ଅତିରିକ୍ତ ଦାୟିତ୍ବ ଗ୍ରହଣ ।

ଛତ୍ରପୁର,୧୨/୦୪(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ…
Read More...

ପ୍ରାକ୍ତନ ଇତିହାସ ଏଚଓଡ଼ି ଡ଼ାଲୁ ସାରଙ୍କ ଦେହାନ୍ତ ।

ଭଞ୍ଜନଗର,୧୨/୦୪(ପିପିଟି):ଭଞ୍ଜନଗର କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଇତିହାସ ବିଭାଗର ମୁଖ୍ୟ ସୁକାନ୍ତ କୁମାର ମିଶ୍ର,(ଡ଼ାଲୁ ସାର)ଙ୍କ ଆଜି ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ…
Read More...

ବିଦ୍ୟାଳୟ ଉଛେଦକୁ ଗ୍ରାମବାସୀଙ୍କ ବିରୋଧ: ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ବାଲିଗୁଡ଼ା,୧୧/୦୪(ପିପିଟି):ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ ଉପସ୍ଥାପନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି । ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ…
Read More...

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ତାଳ ସଜ ।

ମାଲକାନଗିରି,୧୧/୦୪(ପିପିଟି):ବର୍ତ୍ତାମାନ ଗ୍ରୀଷ୍ମ ଋତୁ ଚାଲିଛି ।ଚାରିଆଡେ ଗ୍ରୀଷ୍ମର ଲହରୀ ଚାଲିଛି । ତୃଷାନିବାରଣ ଲାଗି ଲୋକମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି । ପୋଷାକ ପରିଛେଦ ଠାରୁ ଆରମ୍ଭ କରି ଖାଦ୍ଯ…
Read More...

ବିଦ୍ୟା ବିକାଶ ନିକେତନ ବାର୍ଷିକ ଉତ୍ସବ-୨୦୨୩ ।

ବୋଲଗଡ଼,୧୧/୦୪(ପିପିଟି):ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ଉଜ୍ଜୀବିତ କରିବାର ଆଭିମୁଖ୍ୟ ନେଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୩ ମହାସମାରୋହରେ ସାଗରଗୁଆଁ ବିଦ୍ୟା ବିକାଶ ନିକେତନ ପରିସରରେ ଅନୁଷ୍ଠିତ…
Read More...