ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଆଲୋଚନା ।

ମାଲକାନଗିରି,୨୮/୦୪(ପିପିଟି):ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜୀବେ ନିଷ୍ଠୁରତା ନିରୋଧ ସମିତି ତରଫରୁ ଏକ ଜୀବ ନିଷ୍ଠୁରତା ଆଇନ ଉପରେ ଆଲୋଚନା କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ…
Read More...

ପୋଲସରା ଓକିଲ ସଙ୍ଘ ପକ୍ଷରୁ ମଧୁ ବାବୁଙ୍କ ଜୟନ୍ତୀ ପାଳିତ।

ପୋଲସରା,୨୮/୦୪(ପିପିଟି):ଆଜି ପୋଲସରା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବି…
Read More...

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: ବ୍ରହ୍ମପୁରର ଭଜନ ସନ୍ଧ୍ୟାରେ ଝୁମିଲେ ଭକ୍ତ ଓ ଦର୍ଶକ ।

ବାଲିଗୁଡା,୨୭/୦୪(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି । ମା' ବରାଳ…
Read More...

କଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଜବରଦଖଲ ଉଛେଦ ।

ଉଲୁଣ୍ଡା,୨୭/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାପ୍ତ…
Read More...

ସାଇକେଲ ସହ କାଠ ଜବତ କଳା ବନବିଭାଗ ।

ଉଲୁଣ୍ଡା,୨୭/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବଡ଼ମାଳ ରାସ୍ତାରେ ଗତକାଲି ବନବିଭାଗ ଛଅଟିକାଠ ବୋଝେଇ ସାଇକେଲ ଜବତ କରିଛି । ସୂଚନାନୁସାରେ ଗତକାଲି ବନବିଭାଗ ବଡ଼ମାଳ ରାସ୍ତାରେ ପେଟ୍ରୋଲିଂ…
Read More...

ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକସଂଘ ତରଫରୁ ବିଇଓଙ୍କ ସହ ଆଲୋଚନା ଏବଂ…

ବେଲଗୁଣ୍ଠା,୨୭/୦୪(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହିତ ସ୍ମାରକପତ୍ର…
Read More...

ଅଜଣା କାର ଧକ୍କାରେ ଅଧ୍ୟାପକଙ୍କ ମୃତ ।

ବୋଲଗଡ଼,୨୭/୦୪(ପିପିଟି): ବୋଲଗଡ ବ୍ଲକ ଛକଠାରେ ଏକ କାର ଧକ୍କାରେ ପରମାନନ୍ଦ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ ମିଶ୍ରଙ୍କ ମୃତ୍ୟୁ ଘଟିଛି । ସେ ଏକ ସ୍କୁଟିରେ ବ୍ଲକ ଆଡକୁ ଯାଉଥିବା ବେଳେ ନୟାଗଡ ଅଭିମୁଖେ…
Read More...

ଗଞ୍ଜାମ ଟ୍ରକ ମାଲିକ ସଂଘ, ଭଞ୍ଜନଗର ଶାଖାର ରୌପ୍ୟ ଜୟନ୍ତୀ ସମାରୋହ ।

ଭଞ୍ଜନଗର,୨୭/୦୪(ପିପିଟି): ଗଞ୍ଜାମ ଟ୍ରକ ମାଲିକ ସଂଘ, ଭଞ୍ଜନଗର ଶାଖାର ୨୫ବର୍ଷ ପୂର୍ତ୍ତି ପାଳନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଉଁଶ ଲୁଣ୍ଡି ବାଇପାସ ରୋଡ଼ ଠାରେ କାର୍ଯ୍ୟାଳୟର ଉପର ମହଲା ନୂତନ…
Read More...

ଭଞ୍ଜନଗର ବ୍ଲକର ୬ଟି ରୂପାନ୍ତରଣ ସ୍କୁଲ ଲୋକାର୍ପିତ ।

ଭଞ୍ଜନଗର,୨୬/୦୪(ପିପିଟି):ରାଜ୍ୟ ସରକାରଙ୍କ ୫ଟି ଅଭିଯାନରେ ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଆଜି ମୋଟ ୧୦୬ଟି ସ୍କୁଲ ରୂପାନ୍ତରଣ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ବେଳେ ସେଥି…
Read More...

ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ବୀରମହାରାଜପୁର ଗସ୍ତ ।

ଉଲୁଣ୍ଡା,୨୬/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପରିଦର୍ଶନ ରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ପରିସର ରେ ସମୀକ୍ଷା ବୈଠକ କରିଥିଲେ । ସୁଚନା ଅନୁସାରେ ଉତ୍ତରାଞ୍ଚଳ…
Read More...