ଭୁବନେଶ୍ୱର ଏମ୍ସ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମୁଖ୍ୟ ଭାବେ ପରିଚୟ ଦେଇ ଠକେଇ।

ପୋଲସରା,୧୧/୦୫(ପିପିଟି):ଭୁବନେଶ୍ୱର ଏମ୍ସ ର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମୁଖ୍ୟ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରି ପୋଲସରା ପୋଲିସ କୋର୍ଟ ଚାଲାଣ କରିଛି।…
Read More...

ମନ୍ଦିରରେ ଦୀପରୁ ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ।

ଭଞ୍ଜନଗର,୧୦/୦୫(ପିପିଟି):ତାରସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମର ଖଦାଳ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସନ୍ତୋଷ ନାୟକଙ୍କ ପତ୍ନୀ ମାଳତୀ ନାୟକ(୨୭) ମନ୍ଦିରରେ ଦୀପରୁ ନିଆଁ ଲାଗି ଗୁରୁତର…
Read More...

ପଟ୍ଟା ଜାଗାରେ ଯୋର ଜବରଦସ୍ତ ବାଡ ଦେବା ଘଟଣା;ଉପଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ।

ବାଲିଗୁଡ଼ା,୧୦/୦୫(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହିରେ ଥିବା କିଛି ବରିଷ୍ଠ ନାଗରିକଙ୍କ ସେଟେଲମେଣ୍ଟ ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିମାନେ ଜୋର…
Read More...

ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରିବାକୁ ୫-ଟି ସଚିବଙ୍କ ପରାମର୍ଶ ।

ଭୁବନେଶ୍ବର,୧୦/୦୫:ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ…
Read More...

ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟିର “ଦିଶା” ବୈଠକ ।

ମାଲକାନଗିରି,୧୦/୦୫(ପିପିଟି):କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ ହିତକାରୀ ଯୋଜନାଗୁଡ଼ିକର ସମୟୋଚିତ ସଫଳତା ପାଇଁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଓ…
Read More...

୧୭ ଦିନରେ ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ ସୁନାପାଙ୍ଗା ପରିଭ୍ରମଣ କଲେ ।

ବାଲିଗୁଡା,୦୯/୦୫(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା' ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି । ମା' ବରାଳ…
Read More...

ଲାଞ୍ଚ ନେଉଥିବାବେଳେ ଜେଇ ଓ ଜିଆରଏସଙ୍କୁ ଧରିଲା ଭିଜିଲାନ୍ସ ଟିମ୍।

ବ୍ରହ୍ମପୁର, ୦୯/୦୫(ପିପିଟି): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ ଓ ଜିଆରଏସ୍‌ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌…
Read More...

ରେଡକ୍ରସ୍ ତରଫରୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପିତ ।

ମାଲକାନଗିରି,୦୮/୦୫(ପିପିଟି): ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସହିତ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଗାଡି ଜିଲ୍ଲପାଳ ବିଶାଲ ସିଂ ଙ୍କ…
Read More...

ଓଡିଶା ସାହିତ୍ଯ ଏକାଡେମୀ ପକ୍ଷରୁ ମହେନ୍ଦ୍ର କୁମାର ଆଚାର୍ଯ୍ଯଙ୍କୁ ସମ୍ବର୍ଦ୍ଧିତ।

ତିର୍ତ୍ତୋଲ,୦୮/୦୫(ପିପିଟି);ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତର କୋତିଆଁ ଗ୍ରାମରେ ଜନ୍ମିତ ଓଡିଶା ସାରସ୍ବତ ଜଗତର ବର୍ଷୀୟାନ ସାହିତ୍ୟିକ, ବିଶିଷ୍ଟ ସଂସ୍କୃତି ଗବେଷକ ତଥା ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି…
Read More...

ହିଞ୍ଜିଳିରେ ୫-ଟି ସଚିବ,ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ କଲେ ।

ହିଞ୍ଜିଳିକାଟୁ,୦୭/୦୫(ପିପିଟି):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ।…
Read More...