ଗୁଣ୍ଡିଚା ଯାତ୍ରା ପାଇଁ ବୈଠକ ।

ମାଲକାନଗିରି ,୧୬/୦୬(ପିପିଟି): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା' ସୁଭଦ୍ରାଙ୍କ ରଥଯାତ୍ରା ବହୁ ଆଡମ୍ବରରେ ପାଳନ କରାଯିବ। ଏଥି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ…
Read More...

ମୋବାଇଲ ଟାୱାର ତୁରନ୍ତ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ସାକ୍ଷାତ କରି ପୂର୍ବତନ ବିଧାୟକ ଅନୁରୋଧ କଲେ ।

ବାଲିଗୁଡ଼ା,୧୬/୦୬(ପିପିଟି): କେନ୍ଦ୍ର ସରକାର ଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କେନ୍ଦ୍ର ରେଳ ଓ ଟେଲି…
Read More...

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି ।

ବାଲିଗୁଡା,୧୫/0୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରୀ ହୋଇଥିବା ନେଇ ବାଲିଗୁଡା ଥାନାରେ ଏତଲା ହୋଇଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ…
Read More...

ସ୍ବେଛାସେବୀ ଙ୍କ ତରଫରୁ ବ୍ଳକ ଟପ୍ପର ଛାତ୍ର ଜୀବନ ଙ୍କୁ ସମ୍ବର୍ଦ୍ଧିତ ।

ପୋଲସରା ,୧୫୵୦୬(ପିପିଟି):  ଚଳିତ ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଅନୁସାରେ ଗଂଜାମ ଜିଲ୍ଲା ପୋଲସରା ବ୍ଳକର, କଳମ୍ବ ଗ୍ରାମ ପଞ୍ଚାୟତ, ଡିହସାହି ବାସିନ୍ଦା ସୁଶାନ୍ତ  ପ୍ରଧାନ ଙ୍କ ସୁପୁତ୍ର  ଜୀବନ କୁମାର…
Read More...

ବିଶ୍ୱ ରକ୍ତ ଦାନ ଦିବସ ଅବସରରେ ୧୨୭ ବାଟାଲିୟନ ତରଫରୁ ରକ୍ତ ଦାନ ଶିବିର ।

ବାଲିଗୁଡା,୧୪/୦୬(ପିପିଟି): ବିଶ୍ୱ ରକ୍ତ ଦାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଅବସ୍ଥାପିତ ୧୨୭ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ବିଶ୍ୱ ରକ୍ତ…
Read More...

ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍ ।

ବାଲିଗୁଡ଼ା,୧୪/୦୬(ପିପିଟି): ଭାରସାମ୍ୟ ହରାଇ ଓଲଟିଲା ଶାଳମଞ୍ଜି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଏକ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ…
Read More...

ପୋଖରୀରେ ବୁଡ଼ି ଯୁବକର ମୃତ୍ୟୁ ।

ଭଞ୍ଜନଗର, ୧୪/୬. ବୁଗୁଡ଼ା ଥାନା ଅନ୍ତର୍ଗତ ସୋରଡ଼ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ଏହି ଗ୍ରାମର ମୁରଲୀ ବେହେରାଙ୍କ ପୁଅ ମଣ୍ଟୁ ବେହେରା(୨୨) ଆଜି ସକାଳେ ପୋଖରୀକୁ…
Read More...

ମା ମହିଷାଶୁଣୀ ଦେବୀ ଆଞ୍ଚଳିକ ରଜ ମହୋତ୍ସବ ୨୦୨୩ ।

ବୋଲଗଡ଼,୧୪/୦୬,(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର କୃଷି ଭିତ୍ତିକ ଗଣପର୍ବ ରଜର ଆଗମନରେ ତାଳତୁମ୍ବ ଗ୍ରାମର ମା ମହିଷାଶୁଣୀଙ୍କ ପ୍ରାଙ୍ଗଣରେ ଆୟୋଜକ ସୁଧିର କୁମାର ନାୟକ ଓ ତାଳତୁମ୍ବ…
Read More...

କନ୍ଧମାଳରେ ଫୁଟିଲା ଗୁଳି , ଜଣେ ଗୁରୁତର ।

କନ୍ଧମାଳ,୧୪/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଡାକପାଲା ଅଂଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ଗୁଳି ମାଡ଼ରେ ଡ଼ାକ ପାଲା ଅଂଚଳର ଅଜିତ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇପଡିଥିବା…
Read More...

ନୂତନ ଜଗନ୍ନାଥ ବିଗ୍ରହ ସ୍ଥାପନ ପାଇଁ ଶୋଭାଯାତ୍ରା ।

ଉଲୁଣ୍ଡା ,୧୪୵୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ( ବୁରଘାଟ) ଗ୍ରାମରେ ନୂତନ ଜଗନ୍ନାଥ ବିଗ୍ରହ ସ୍ଥାପନ ପାଇଁ ମଙ୍ଗଳବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।…
Read More...