ଉପଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ସମ୍ବର୍ଦ୍ଧନା ।

ମାଲକାନଗିରି,୧୮/୦୭(ପିପିଟି): ମାଲକାନଗିରି ଗୁରୁଚାନ୍ଦ ଏଜୁକେସନ ଆଣ୍ଡ ଚାରେଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ସ୍ୱାଗତ ହୋଟେଲ ଠାରେ ଉପ ଜିଲ୍ଲପାଳ ଡଃ.ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କିଛି ଦିନ…
Read More...

ବୀରମହାରାଜପୁର ଅଂଚଳର ଶୈବପିଠରେ କାଉଡିଆ ଙ୍କ ଭିଡ଼ ।

ଉଲୁଣ୍ଡା ,୧୭/୦୭(ପିପିଟି):ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର ପ୍ରମୁଖ ଶିବ ମନ୍ଦିର ରେ ଆଜି ଶ୍ରାବଣର ଦ୍ୱତୀୟ ସୋମବାରରେ ବୋଲବମ କାଉଡିଆ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ଘାଟ ରେ…
Read More...

ନାଗେଶ୍ଵର ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଉଲୁଣ୍ଡା ,୧୭/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନାଗେଶ୍ବର ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ…
Read More...

ଚତୁର୍ଥ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି: ୨୭ ଜଣ ଛାତ୍ରଛାତ୍ରୀ ପାଇଲେ ଆର୍ଥିକ ସହାୟତା ।

ବେଲଗୁଣ୍ଠା,୧୬/୭(ପିପିଟି):ସୁଦୂର ଆମେରିକାରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଦାମୋଦର ସାହୁ ନିଜ ମାତୃଭୂମିର ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବା ପାଇଁ…
Read More...

ଦୃଘଟଣାରେ ବାପ ମୃତ୍ୟୁ ଓ ପୁଅ ଗୁରୁତର ।

ପୋଲସରା ୧୬/୦୭(ପିପିଟି):ଆଜି ପୋଲସରା ରୁ ସିଂହାସନୀ  ରାସ୍ତାରେ ଏକ ମର୍ମନ୍ତୁକ ଦୃଘଟଣା ଘଟିଛି । ମିଳିଥିବା ସୂତ୍ର ରୁ ଜଣାପଡିଛି ଅପରାହ୍ନ ପ୍ରାୟ ୩ ଘଣ୍ଟିକା ସମୟରେ ସିଂହାସନୀ ମାଳ ଗୋଛାବାଡି ଗ୍ରାମପଞ୍ଚାୟତ ର ତିରିବିରି…
Read More...

ପ୍ରାଚୀନ ସାହିତ୍ୟ ସଂସଦ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠ।

ବ୍ରହ୍ମପୁର,୧୬/୦୭(ପିପିଟି): ରବିବାର ଦିବା ୧୦ ଘଣ୍ଟା ସମୟରେ ଉତ୍କଳ ସମ୍ମିଳନୀ ନ୍ୟାସ ବ୍ରହ୍ମପୁର ଗଞ୍ଜାମର , ସମ୍ମିଳନୀ କକ୍ଷରେ ' ପ୍ରାଚୀନ ସାହିତ୍ୟ ସଂସଦ ' ବ୍ରହ୍ମପୁରର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା…
Read More...

ଭଞ୍ଜନଗର ଜେଲ୍ ରେ ବିଚାରଧୀନ କଏଦୀର ମୃତ୍ୟୁ ; କ୍ଷତିପୂରଣ ଦାବିରେ ରାସ୍ତାରେ ସବରଖି ରାସ୍ତା ଅବରୋଧ ।

ବେଲଗୁଣ୍ଠା,୧୫/୦୭(ପିପିଟି):ଆଜି ଅପରାହ୍ଣ ପାଞ୍ଚ ଘଣ୍ଟା ପରଠାରୁ ଠପ୍ ହୋଇଯାଇଛି ଭଞ୍ଜନଗରରୁ ଭୁବନେଶ୍ୱରକୁ ଯୋଗାଯୋଗ କରୁ୍ଥିବା ରାସ୍ତା । ଭଞ୍ଜନଗର ଜେଲ୍ ରେ ଏକ ଚୋରି ଅଭିଯୋଗରେ ଥିବା କଏଦୀ ଚରଣ ବେହେରାର ମୃତ୍ୟୁକୁ…
Read More...

ଶ୍ରାବଣରେ ଶୁଖିଲା ପଡିଛି ଜମି ଚିନ୍ତାରେ ଚାଷୀ।

ବୋଲଗଡ଼,୧୫/୦୭(ପିପିଟି):ଅକ୍ଷୟ ତୃତୀୟା ରେ ଅଖି ମୁଠି ଅନୁକୂଳ ପରେ ଚାଷୀ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । କେଉଁଠି ବିଲ ଫାଟିଲାଣି କେଉଁଠି ଗଜା ଧାନ ମରିବାକୁ ବସିଲାଣି ମୁହଁ ଦେଖାଇ ମୌସୁମୀ ଗାଏବ ହେଲାଣି କଥାରେ ଅଛି…
Read More...

ସ୍ବାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଅଞ୍ଚଳକୁ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ ।

ବାଲିଗୁଡା,୧୪/୦୭(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଗାଁକୁ ରାସ୍ତା ନ ଥିବା ବେଳେ ଏକାଧିକ ଗ୍ରାମକୁ ନଦୀ, ନାଳ ପାର ହୋଇ ଯିବା ଆସିବାରେ ଲୋକେ ସମସ୍ୟାର ସମ୍ମୁଖୀନ…
Read More...

ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ସହାୟତା ରାଶି ।

ଛତ୍ରପୁର,୧୪/୦୭(ପିପିଟି): ଗଞ୍ଜାମ ଜିଲ୍ଲାରେ ଲିଙ୍ଗ ନିରୂପଣ କରି ଭୃଣ ହତ୍ୟା ହେଉଥିବା ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି…
Read More...