ବଡ଼ ମେଡିକାଲର ଘରୋଇକରଣ କାହା ସ୍ୱାର୍ଥରେ – ପୀତବାସ ପଣ୍ଡା ।

ବ୍ରହ୍ମପୁର,୨୩/୦୭(ପିପିଟି): ଦକ୍ଷିଣ ଓଡ଼ିଶାର ତଥା ବ୍ରହ୍ମପୁର ସହରରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅବହେଳାର ଶିକାର ହୋଇ ଆସୁଥିବାର ବିଭିନ୍ନ ମହଲରେ ଅଭିଯୋଗ…
Read More...

ଆବର୍ଜନା ସ୍ଥାନରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ।

ମାଲକାନଗିରି।ତା:୨୨/୦୭ ମାଲକାନଗିରି ସଦର ମହକୁମା ଅନ୍ତର୍ଗତ ତଳସାହିର ଏକ ଆବର୍ଜନା ସ୍ଥାନରୁ ଆଜି ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହିର…
Read More...

କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଂଘ ର ବୈଠକ: ବାଲିଗୁଡା ଉପଖଣ୍ଡ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚିତ ।

ବାଲିଗୁଡା,୨୨/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଗୁଡା ଉପଖଣ୍ଡ ର ସମସ୍ତ ସଦସ୍ୟ…
Read More...

ବିରଳ ମୃତ୍ତିକା ଚୋରା ଚାଲାଣ ବେଳେ ବିରଳ ମୃତ୍ତିକା ବୋଝେଇ ଟ୍ରକ୍ ଜବତ ; ଡ୍ରାଇଭର୍ ଗିରଫ ।

ବେଲଗୁଣ୍ଠା, ୨୨/୦୭(ପିପିଟି): ଛତ୍ରପୁର ସ୍ଥିତ ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍ ରୁ ମୂଲ୍ୟବାନ ଇଲୀମିନାଇଟ୍ ବାଲି ଚୋରାଚାଲାଣ ବେଳେ ବାଲି ବୋଝେଇ OD07H2999 ନମ୍ବର୍ ବିଶିଷ୍ଟ ଏକ ବାର ଚକିଆ ଟ୍ରକ୍ କୁ ଜବତ କରି ଏହାର…
Read More...

ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ।

ବେଲଗୁଣ୍ଠା, ୨୨/୦୭(ପିପିଟି):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା…
Read More...

ମଣିପୁର ରେ ଶାନ୍ତିସ୍ଥାପନ ପାଇଁ ସାମୁହିକ ଦୀପଦାନ।

ବୋଲଗଡ଼,୨୨/୦୭(ପିପିଟି)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳା ପଥର ପଞ୍ଚାୟତ କୋଦବେରଣି ଗ୍ରାମ ରେ ଆମ୍ ଆଦମୀ ପାର୍ଟୀ ତରଫରୁ ୯୦ ଦିନ ଧରି ଅଶାନ୍ତ ରହି ଥିବା ଏକ ପ୍ରକାର ଜଳୁ ଥିବା ମଣିପୁର ପ୍ରଦେଶ ରେ ଶାନ୍ତି…
Read More...

ସାମ୍ବାଦିକ ସ୍ଵର୍ଗତଃ ଶ୍ରବଣ ପ୍ରଧାନ ଙ୍କ ମାଆ ଙ୍କୁ ଚାରି ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ।

ଉଲୁଣ୍ଡା,୨୨/୦୭(ପିପିଟି):ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ବୀରମହାରାଜପୁର ର ସାମ୍ବାଦିକ ସ୍ଵର୍ଗତଃ ଶ୍ରବଣ କୁମାର ପ୍ରଧାନ ଙ୍କ ମା ଦମୟନ୍ତୀ ପ୍ରଧାନ ଙ୍କୁ ସୁଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରଦତ୍ତ…
Read More...

ଏଆଇଟିୟୁସି ଅନୁବନ୍ଧିତ ଶ୍ରମିକ ସଂଗଠନର ବୈଠକ।

ବ୍ରହ୍ମପୁର,୨୨/୦୭(ପିପିଟି):ଏଆଇଟିୟୁସି ଅନୁବନ୍ଧିତ ଶ୍ରମିକ ସଂଗଠନ ଫରେଷ୍ଟ , ଉଡ,ଏଗ୍ରିକଲଚରାଲ ଏଣ୍ଡ୍ ବିଲ୍ଡିଂ କନଷ୍ଟ୍ରକସନ ୱାର୍କରର୍ସ ୟୁନିୟନର ଗଞ୍ଜାମ ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ପ୍ରବିଣ କୁମାର ଦାଶଙ୍କ…
Read More...

ହଜିବାକୁ ବସିଲାଣି ପାରମ୍ପାରିକ ନୃତ୍ୟକଳା ବାଘ ନାଚ।

ବୋଲଗଡ଼,୨୧/୦୭(ପିପିଟି):ସମୟ ଥିଲା ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅବା ବିଭିନ୍ନ ପର୍ବପର୍ବାଣୀ ରେ ଦେଖିବାକୁ ମିଳୁଥିଲା ବାଘ ନାଚ। କିନ୍ତୁ ସମୟ ବଦଳିବା ସହ…
Read More...

ଖଡଗ ନଦୀ ଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ ।

ବାଲିଗୁଡା,୨୦/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଞ୍ଚଳ ଦେଇ ଯାଇଥିବା ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ । ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ…
Read More...