ମାଲକାନଗିରିରେ ଲଗାଣ ବର୍ଷା, ବହୁଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ, ଜଣେ ମୃତ ।

ମାଲକାନଗିରି ,୨୬/୦୭(ପିପିଟି): ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତଳି ଅଞ୍ଚଳରେ ଏକ ପ୍ରକାର ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବର୍ଷା ଯୋଗୁଁ ୩୨୬ ନମ୍ବର…
Read More...

ସିପିଆଇ ଓ ଉତ୍କଳ ମହିଳା ସମିତି ପକ୍ଷରୁ ମଣିପୁର ଘଟଣାର ପ୍ରତିବାଦ ।

ବ୍ରହ୍ମପୁର,୨୫/୦୭(ପିପିଟି): ମଣିପୁର ଘଟଣାକୁ ନେଇ ସିପିଆଇ ଓ ଉତ୍କଳ ମହିଳା ସମିତି ପକ୍ଷରୁ ମଙ୍ଗଳବାର ଦିନ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯାଇଛି । ଆଜି ପୂର୍ବାହ୍ନରେ ସିପିଆଇ ଓ ଉତ୍କଳ ମହିଳା ସମିତି ର ନେତା ଓ କର୍ମୀ…
Read More...

ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଙ୍ଘ ଗଠିତ ।

ଉଲୁଣ୍ଡା,୨୫/୦୭(ପିପିଟି) :ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବ ଶ୍ରୀ ଶ୍ରୀ ବାବା ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୱେବ ମିଡ଼ିଆ ସାମ୍ବାଦିକ ସଂଘ ଗଠିତ ହୋଇ ଯାଇଛି । ପ୍ରଥମେ ବରିଷ୍ଠ…
Read More...

ଦେଶୀ ଚୋରା ମଦ ଜବତ , ପୋଚ ନଷ୍ଟ ଜଣକୁ କୋର୍ଟ ଚଲାଣ ।

ବେଲଗୁଣ୍ଠl ୨୫/୦୭ (ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳି ଗ୍ରାମ ନିକଟ ଜଙ୍ଗଲରେ ଚୋରାରେ ଏକ ଦେଶୀ ମଦ ଭାଟି ଚାଲିଥିବା ପୋଲିସ୍ କୁ ଖବର ମିଳିଥିଲା । ଗାଙ୍ଗପୁର ଥାନା ଅଧିକାରୀ ସୁଭେନ୍ଦୁ କୁମାର ସାହୁଙ୍କ…
Read More...

ଉଲୁଣ୍ଡା ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ।

ଉଲୁଣ୍ଡା - ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ…
Read More...

ଡ଼ିପିଏସର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭଞ୍ଜନଗର, ୨୪/୭(ପିପିଟି): ସୋରଡ଼ା ବ୍ଲକ ବଡ଼ଗଡ଼ ମୁଖ୍ୟ ରାସ୍ତାରେ ନୃତ୍ୟାନୁଷ୍ଠାନ ଡ୍ୟାନ୍ସ ପ୍ଲାନେଟ ଷ୍ଟୁଡ଼ିଓର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ରୂପେ ବଡ଼ଗଡ଼ ଥାନା…
Read More...

ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ଖୋଲିଲା।

ପୁରୀ,୨୪/୦୭: ଦୀର୍ଘଦିନ ପରେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଖୋଲିଛି । ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତ ପାଇଁ ଏହି ଦ୍ୱାର ଖୋଲିଥିଲେ ବି ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ।…
Read More...

ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ଵାସ୍ଥ୍ଯ ଚିକିତ୍ସା ଶିବିର ଅନୁଷ୍ଠିତ ।

ଉଲୁଣ୍ଡା ,୨୩/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ତେଲେଣ୍ଡା ଗ୍ରାମ ଠାରେ ରବିବାର ୪୭ତମ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ କଟକ ପକ୍ଷରୁ ଆୟୋଜିତ…
Read More...

ଦୀପତଳ ଅନ୍ଧାରଭଳି ହରିଜନ ସାହିର ମୁଖ୍ୟରାସ୍ତାରେ ଆଣ୍ଠୁଏ ପାଣି।

ବୋଲଗଡ଼,୨୩/୦୭(ପିପିଟି):ବୋଲଗଡ଼ ବ୍ଲକ ଠାରୁ ମାତ୍ର ୨୦୦ ମିଟରରେ ବୋଲଗଡ ହରିଜନ ସାହି ଅବସ୍ଥିତ । ହରିଜନ ସାହିର ନିତି ଦିନିଆ ଗ୍ରାମ୍ୟ ପଞ୍ଚାୟତ ମୁଖ୍ୟ ରାସ୍ତାରେ ପାଣି ଜମିରହି ଥିବାରୁ ସାହି ବାସିନ୍ଦାମାନେ ନାହିଁ ନ ଥିବା…
Read More...

କୋଦଳାରେ ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗ୍ରହ ।

କୋଦଳା,୨୩/୦୭(ପିପିଟି):ରବିବାର କୋଦଳା ଏନଏସି ସ୍ଥିତ ସ୍ବର୍ଣ୍ଣମୟୀ ହାଇସ୍କୁଲ  ପରିସରରେ "ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ବାର୍ଷିୟାନ ଖଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ…
Read More...