***ସ୍ବାଧୀନତା ପରର ଚିତ୍ର***
ଇଂରାଜୀ ଶାସନ ହଟାଇବା ଲାଗି
କେତେ ଯେ ଶହୀଦ ହେଲେ.....
କାରାଗାରେ ସଢ଼ି ମୃତ୍ୟୁ ଆବୋରିଣ
ଫାଶୀ ଖୁଣ୍ଟେ ଚଢିଗଲେ....!!
ଆମ ନିଜ ଦେଶ ଚଳାଇବୁ ଆମେ
ସୁଖରେ ରହିବାକୁ ଆମେ.....
ସଞ୍ଚରିଲେ ଆଶା ଦେଖିଲେ ସପନ
ହଟ ହୋ…
Read More...
Read More...