ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୦୩ ଛୁଇଁଲା,୩୪୩ ଜଣ ସୁସ୍ଥ ଓ ୭ ଜଣ ମୃତ ।
ଭୁବନେଶ୍ଵର ,(ପିପିଟି)୨୧/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୧୭ରେ ରହିଛି ।ନୂତନ ଆକ୍ରାନ୍ତ ୫୧ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୦୮୪୩୨ ଜଣଙ୍କ ଟେଷ୍ଟ ସରିଛି । ସେଥି!-->…
Read More...
Read More...