ରକ୍ତଦାନ କରି ଉଦାହରଣ ସାଜିଲେ ଜିଲ୍ଲାପାଳ ।
ଯାଜପୁର,(ପିପିଟି ନ୍ଯୁଜ୍)୨୭/୦୫, ରକ୍ତଦାନ ମହତ ଦାନ। କେହି କେହି ଏହି ବାଣୀକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ହେଉଛି ତାଙ୍କର ଜନ୍ମଦିନ।!-->…
Read More...
Read More...