କୋଭିଡ ଯୋଦ୍ଧା ପୋଲିସ ଏଏସଆଇଙ୍କ ଦେହାନ୍ତ ,ପ୍ରଶାସନର ସହାୟତାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶୋକସଭା ଓ ଶବ ସତ୍କାର ।

କୋଦଳା,୨୫/୦୭(ପିପିଟି); ଶନିବାର ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ।କର୍ତ୍ତବ୍ଯରତ ଜଣେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳ ନିସ୍ତବ୍ଧ ହୋଇଯାଇଛି ।କୋଦଳା ମେଡିକାଲ ପରିସରରେ ଜିଲ୍ଲା ପ୍ରଶାସନ ତଥା ବ୍ଲକ ଓ…
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ।

ପାରଳାଖେମୁଣ୍ଡି,ତା-୨୫/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫୨୦୦, ଚିକିତ୍ସିତ ସଂଖ୍ୟା ୮୬୫୦, ମୃତ ସଂଖ୍ୟା ୧୩୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଜପତି ଜିଲ୍ଲାରେ ଆକ୍ରାନ୍ତ…
Read More...

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ।

ପଦ୍ମପୁର,୨୫/୦୭(ପିପିଟି); ପଦ୍ମପୁର ବ୍ଲକ ଅଧିନସ୍ଥ ପଲସାପାଲି ପଞ୍ଚାୟତ ସାରଙ୍ଗପୁର ଗ୍ରାମ ରେ ପ୍ରତିବର୍ଷ ଚାଷୀ ଏବଂ ଗ୍ରାମବାସୀ ବର୍ଷା ପାଇଁ ଇନ୍ଦ୍ରଦେବକୁ ପୂଜା କରିଥାନ୍ତି ଏଥିରେ ବହୁତ ଜନସମାଗମ ଏବଂ ବିଭିନ୍ନ…
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୮୯୧୬; ୨୪ ଘଣ୍ଟାରେ ସୁସ୍ଥ ୩୨୨୨୪ ଏବଂ ମୃତ ସଂଖ୍ୟା ୭୫୭ ।

ନୂଆଦିଲ୍ଲୀ,୨୫/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୪୮୯୧୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୨୨୨୩ ଏବଂ ୭୫୭ ସଂକ୍ରମିତଙ୍କ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬୦ ।

ବ୍ରହ୍ମପୁର ,ତା-୨୫/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫,୨୦୧, ଚିକିତ୍ସିତ ସଂଖ୍ୟା ୮,୬୪୯, ମୃତ ସଂଖ୍ୟା ୧୩୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨୪୦୧୩ , ସୁସ୍ଥ ସଂଖ୍ୟା ୧୫୨୦୦ ଓ ମୃତ ସଂଖ୍ୟା ୧୩୦ ।

ଭୁବନେଶ୍ଵର,ତା-୨୫/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୮,୧୯୪ ମଧ୍ୟରୁ ୫,୦୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୫ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୨,୮୫୦ ମଧ୍ୟରୁ…
Read More...

କରୋନା ହାରିବ, ଗଞ୍ଜାମ ଜିତିବ ବୋଲି କହିଲେ ଜିଲ୍ଲାପାଳ ।

ବ୍ରହ୍ମପୁର,୨୪/୦୭(ପିପିଟି); କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଜି ବ୍ରହ୍ମପୁର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ…
Read More...

ଗାଈ ଚରାଳି ଭାଲୁ ଆକ୍ରମଣରେ ଗୁରୁତର ।

କଳାହାଣ୍ଡି,୨୪/୦୭(ପିପିଟି); କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମର ଭୁଜ ମାଝୀ ନାମକ ଏକ ବ୍ୟକ୍ତି ବୟସ ୩୦ ସବୁଦିନ ଗାଈ ଚରାଉଥିବା ବେଳେ ଗତକାଲି ସଖାଳ ଆଠଟା ସମୟରେ ଜଙ୍ଗଲକୁ ଗାଇଚରାଇ ନେଇଥିଲେ ।…
Read More...