ଯାଜପୁରରେ ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଯାଜପୁର,(ପିପିଟି)୧୨/୦୫,ଯାଜପୁରରେ ଆଜି ଆଉ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ୩ଜଣଙ୍କ ମଧ୍ୟରେ ୨ଜଣ ଦଶରଥପୁର ବ୍ଲକ୍ ଅକରପଡା
Read More...

କରୋନା ଯୁଦ୍ଧ ମୁକାବିଲା ସକାଶେ ସହାୟତା ରାଶି ପ୍ରଦାନ ।

ପଦ୍ମପୁର,(ପିପିଟି)୧୨/୦୫, କରୋନା ମହାମାରୀ ରୂପରେ ସମଗ୍ର ପୃଥିବୀରେ ଉଭା ହୋଇ ବହୁ ଜୀବନ ନେଇ ଚାଲିଛି । ସମସ୍ତ ଦେଶକୁ ଥରହର କରିଦେଲାଣି । ଆମ ଭାରତ ବର୍ଷ ରେ ହଠାତ ଲକ୍ ଡାଉନ ଘୋଷଣା ହେବା ଫଳରେ ନିଃସହାୟ ଖଟିଖିଆ
Read More...

ବିଜେପି ପକ୍ଷରୁ ବ୍ରହ୍ମପୁରରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ।

ବ୍ରହ୍ମପୁର,(ପିପିଟି)୧୨/୦୫,ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରୁ ବଞ୍ଚିତ ପରିବାର ଏବଂ ଅସହାୟ ଓ ଦିନହୀନ ବ୍ୟକ୍ତିଙ୍କୁ ଶୁଖିଲା ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ
Read More...

ଚାତକ ପକ୍ଷୀ ଭଳି ଟୋପାଏ ପାଣି ପାଇଁ ଅନାଇ ବସିଛି ମଣିଷ ।

ପଦ୍ମପୁର,(ପିପିଟି)୧୨/୦୫, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍କକ ଅଧିନରେ ବୁକୁରାମୁଣ୍ଡା ଗ୍ରା.ପ ରେ ଉତ୍କଟ ପାନୀୟ ଜଳ ର ଅବ୍ୟବସ୍ଥା ଦେଖାଦେଇଛି ।ବୁକୁରାମୁଣ୍ଡା,ଲହଙ୍ଗୀର,କୁର୍ରିଚୁଆଁ,ପଲସାନୀ ଓ
Read More...

ଏଆଇଟିୟୁସି ପକ୍ଷରୁ ବିଭିନ୍ନ ଦାବିରେ କବିସୂର୍ଯ୍ଯ ନଗର ବ୍ଲକ୍ ସମ୍ମୁଖରେ ପ୍ରତିବାଦ ।

କବିସୂର୍ଯ୍ଯ ନଗର,(ପିପିଟି)୧୨/୦୫,କୋଭିଡ ୧୯ ଯୋଗୁ ରାଜ୍ୟରେ ଶ୍ରମିକଙ୍କ ମଧ୍ୟରେ ସୃଷ୍ଟି ହେlଇଥିବା ସମସ୍ୟା ଗୁଡିକ ସମ୍ପକରେ ଏଆଇଟିୟୁସି କବିସୂର୍ଯ୍ଯ ନଗର ପକ୍ଷରୁ ସୋମବାର ଦିନ ପ୍ରତିବାଦ କରାଯାଇ
Read More...

ସଙ୍ଗରୋଧ କେନ୍ଦ୍ରରେ ସାନିଟାଇଜର୍ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ।

ଚିକିଟି,(ପିପିଟି)୧୨/୦୫ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଧୀନ ରମ୍ପା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ମହିଳା ସାନିଟାଇଜର୍ (ବିଶୋଧକ) ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଲେ, କେ. ଦମୟନ୍ତୀ (୨୪)। ଚିକିଟି
Read More...

କରୋନାରେ ମୃତ ପ୍ରଫୁଲ୍ଲଙ୍କ ପରିବାର ପାଇଁ ପାଠ ପଢିବା ଓ ବଞ୍ଚିବାକୁ ନେଇ ସଂଘର୍ଷ ଆରମ୍ଭ ।

ପୋଲସରା,(ପିପିଟି)୧୧/୦୫,ସାରା ବିଶ୍ୱକୁ ଗ୍ରାସିଛି କରୋନା ।ଏଥିରେ ଗଲାଣି ଦୁଇ ଲକ୍ଷରୁ ଅଧିକ ଜୀବନ ।କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା ଜାରି ରହିଛି ।ପ୍ରଶାସନ ମଧ୍ୟ ସଜାଗ ରହିଛି
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୫୪ ରେ ପହଞ୍ଚିଲା । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୪୧୪ ।

ଭୁବନେଶ୍ଵର ,(ପିପିଟି)୧୧/୦୫ ,ଗଞ୍ଜାମ ଜିଲ୍ଲାରେ ଆଉ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୫୪ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୧୪ ରେ ପହଞ୍ଚିଛି
Read More...

ଏଆଇଟିୟୁସି ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ।

ବୌଦ୍ଧ,(ପିପିଟି)୧୧/୦୫ ,କୋଭିଡ ୧୯ ଯୋଗୁଁ ରାଜ୍ୟରେ ଶ୍ରମିକଙ୍କ ମଧ୍ୟରେ ସୃଷ୍ଟି ହେlଇଥିବା ସମସ୍ୟା ଗୁଡିକ ସମ୍ପର୍କରେ ଏଆଇଟିୟୁସି ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ।

ପଦ୍ମପୁର,(ପିପିଟି)୧୧/୦୫,ଏହି ଘଡ଼ିସନ୍ଧି ମହାମାରୀ ସମୟରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପଦ୍ମପୁର ନିର୍ବାଚନ ମଣ୍ଡଳୀ କ୍ରମାଗତ ଭାବରେ ଆୟୋଜନ କରିଆସୁଥିବା ରକ୍ତଦାନ ଶିବିର ଆଜି ଝାରବନ୍ଧ ମଣ୍ଡଳର କାର୍ଯ୍ୟକର୍ତ୍ତା ଓ
Read More...