ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ବାରା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର ବଣ୍ଟନ ।

ପାରଳାଖେମୁଣ୍ଡି,୧୪/୦୪(ପିପିଟି ନ୍ୟୁଜ୍)- ସମ୍ବିଧାନ ପ୍ରଣେତା ଡଃ.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ପାରଳାଖେମୁଣ୍ଡି ବିଧାୟକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାନିଟାଇଜର ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲା
Read More...

ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ ।

ଭୁବନେଶ୍ଵର,୧୪/୦୪: ପରଲୋକରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶି । ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି। ସମ୍ବଲପୁରର ହୀରାକୁଦ କଲୋନୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯
Read More...

ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ମେ ୩ ପର୍ଯ୍ୟନ୍ତ ଲକ୍ ଡାଉନ ।

ନୂଆଦିଲ୍ଲୀ,୧୪/୦୪-ଦେଶର ସୁରକ୍ଷା ଦୃଷ୍ଟିରୁ ଲକ୍ ଡାଉନ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ।ଏହାସହ ସେ କହିଛନ୍ତି ଦେଶବାସୀଙ୍କ ତପସ୍ୟା ଓ
Read More...

ଅନିଶ୍ଚିତତା ରେ ପଶ୍ଚିମାଞ୍ଚଳ ର ବୈଶାଖ ମେଳା !

ପଦ୍ମପୁର;(ପିପିଟି ନ୍ଯୁଜ୍)୧୩/୦୪- ପବିତ୍ର ନୃସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଏବର୍ଷ ଅନୁଷ୍ଠିତ ହେବାକୁଥିବା ନୃସିଂହ ଚତୁର୍ଦଶୀ ବା ମହାପ୍ରଭୁ ନୃସିଂହ ଙ୍କ ଜନ୍ମୋମହାତ୍ସବ ପାଳନ ହେବାନେଇ ଅନିଶ୍ଚିତତା ଦେଖାଦେଇଛିା
Read More...

ମାନବିକତା ଦେଖାଇଲେ ଆସ୍କା ଥାନା ଅଧିକାରୀ ।

ଆସ୍କା,(ପିପିଟି ନ୍ଯୁଜ୍)୧୩/୦୪- ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କୋଭିଡ୍ -୧୯ ର ସଚେତନ କାର୍ଯ୍ୟ ଏବଂ ଅପରାଧ ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦେବା ସହିତ ଚୋରା ମଦ କାରବାରକୁ ବନ୍ଦ ପାଇଁ
Read More...

ଜିଲ୍ଲାପରିଷଦ ଅଧ୍ୟକ୍ଷା ମାସ୍କ ସିଲେଇ ରେ ବ୍ୟସ୍ତ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୧୩/୦୪- ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ବରଗଡ ଜିଲ୍ଲାର ବିଭିନ୍ନ ଅଂଚଳ ଗ୍ରସ୍ତ କରି କରୋନା ଭାଇରସ ର ସଚେତନତା ପାଇଁ ଲୋକଙ୍କ ପାଖକୁ ଯାଇ ସଚେତନତାର ବାର୍ତ୍ତା ପ୍ରଚାର ରେ
Read More...

ପାରଳାଖେମୁଣ୍ଡିରେ ଲକ୍ ଡାଉନ୍ ନିୟମ ଉଲ୍ଲଘଂନ କରି ୩୨ଜଣ ଗିରଫ ।

ପାରଳାଖେମୁଣ୍ଡି,୧୩/୦୪(ପିପିଟି ନ୍ୟୁଜ୍)- ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡିରେ ଲକ୍ ଡାଉନ୍ ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ପୋଲିସ ୩୨ଜଣକୁ ଗିରଫ କରିଛି । କରୋନା ଭାଇରସର ସଂକ୍ରମଣକୁ ପ୍ରତିରୋଧ କରିବା
Read More...

ଦିଲ୍ଲୀ -ଏନସିଆରରେ ପୁଣି ଦ୍ବିତୀୟ ଥର ଭୂକମ୍ପ ଅନୁଭୂତ ।

ନୂଆଦିଲ୍ଲୀ,୧୩/୦୪- ଦିଲ୍ଲୀରେ ଲଗାତର ଦ୍ୱିତୀୟ ଦିନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରହିଛି। ସୋମବାର ଦ୍ୱିପ୍ରହର ଗୋଟାଏ ୨୬ ମିନିଟ୍‌ରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ତେବେ
Read More...

ଓଡିଶାର ବିଭିନ୍ନ ସହରର ତାପମାତ୍ରା ।

ଭୁବନେଶ୍ବର,୧୩/୦୪ - ଲକ୍ ଡାଉନ ସଙ୍ଗକୁ ବିଦ୍ଯୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ଯସ୍ତ ହେଉଛି ।ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି ।ଓଡିଶାର ବିଭିନ୍ନ ସହରରେ ଆଜିର ତାପମାତ୍ରା ହେଉଛି  ଟିଟିଲାଗଡ ୪୧‌‌ ଡିଗ୍ରୀ
Read More...

ନିଜ ହାତ ରେ ଅତିରିକ୍ତ ତହସିଲଦାର ଶୁଖିଲାଖାଦ୍ୟ ବାଣ୍ଟିଲେ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୧୩/୦୪:- ପଦ୍ମପୁର ଅତିରିକ୍ତ ତହସିଲଦାର ମ୍ୟାଡମ୍ ସରିତା ଗୁପ୍ତା,ରାଜସ୍ୱ ନିରୀକ୍ଷକ ଟିକେଶ୍ୱର ବାବୁ ଙ୍କ ତତ୍ୱାବଧାନରେ ଆଜି ସକାଳ ୧୦ ଘଟିକା ସମୟରେ ଜୟଜବାନ କ୍ଳବ ଦିପ୍ତିପୁର ଓ ଜଟାଧାରୀ କ୍ଳବ
Read More...