ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧୮ ରେ ପହଞ୍ଚିଲା ଓ ଜଣଙ୍କର ମୃତ୍ୟୁ । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୫୨ ।
ଭୁବନେଶ୍ଵର ,(ପିପିଟି)୧୦/୦୫ ,ଗଞ୍ଜାମ ଜିଲ୍ଲାରେ ଆଉ ୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୧୮ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆଉ ୫୮ ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା ୩୫୨ ରେ!-->…
Read More...
Read More...