ତିର୍ତ୍ତୋଲ ଥାନାରୁ ପୁଣି ଜଣେ ପଜିଟିଭ୍: ଜଗତସିଂହପୁର ଜିଲ୍ଲାରୁ ଆଜି ୬୭ ପଜିଟିଭ୍ ଚିହ୍ନଟ, ୭୮ ସୁସ୍ଥ ।
ଜଗତସିଂହପୁର,୦୬/୦୯(ପିପିଟି); ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ!-->…
Read More...
Read More...