ପୂର୍ବ ଉପକୂଳ ସୁରକ୍ଷା ପରିଷଦ ପକ୍ଷରୁ ଖାଦ୍ଯ ସାମଗ୍ରୀ ବଣ୍ଟନ ।

ଜଗତସିଂହପୁର,(ପିପିଟି) ୦୯ /୦୫,ଆଜି ଶନିବାର ପୂର୍ବ ଉପକୂଳ ସୁରକ୍ଷା ପରିଷଦ,ଜଗତସିଂହପୁର ଜିଲ୍ଲା ତରଫରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋତିଆଁ ଗ୍ରାମ ର ସାମଲ ସାହି ଠାରେ ଅତ୍ଯାବଶ୍ଯକ ଖାଦ୍ୟସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ
Read More...

କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ।

ଗାଙ୍ଗପୁର/ବେଲଗୁଣ୍ଠI, (ପିପିଟି)୦୯/୦୫, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସ୍ ଉପଦେଷ୍ଟା ପ୍ରାଧ୍ୟାପକ ବି. ଗୋବିନ୍ଦ
Read More...

ମାଓ କ୍ୟାମ୍ପ ଠାବ ଛତ୍ରଭଙ୍ଗ ଦେଲେ ମାଓବାଦୀ ମାଓ ସାମଗ୍ରୀ ଜବତ ।

ନୂଆପଡା,(ପିପିଟି)୦୯/୦୫,ନୂଆପଡା ଜିଲ୍ଲାର ବୋଡେ଼ନ ପାଟଦରା ଜଙ୍ଗଲ ରୁ ମାଓ କ୍ୟାମ ଠାବ କରିଛନ୍ତି ଏସଓଜି ଟିମ୍ ।କମ୍ବିଂ ଅପରେଶନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ।ଜଙ୍ଗଲରେ ଏବେ ବି କମ୍ବିଂ ଅପରେଶନ
Read More...

ରାତିରେ ଜେସିବି ଲଗାଇ ବଡ଼ ନଦୀରୁ ବାଲି ଚୋରି; ପ୍ରତିଦିନ ୨୦ ଟି ହାଇୱାରେ ଆନ୍ଧ୍ର ଯାଉଛି ପ୍ରାୟ ୧୦୦୦ ଟନ୍ ବାଲି

ବେଲଗୁଣ୍ଠI,(ପିପିଟି) ୦୯/୦୫, ପ୍ରାୟ ଏକ ମାସ ହେବ ପ୍ରାୟ ୨୦ ଟି ୧୦ ଚକିଆ ହାଇୱା ଦ୍ଵାରା ବାଲି ଚୋରି କରାଯାଉଛି l ରାତ୍ର ୧୦ ଘଣ୍ଟ ଠାରୁ ଭୋର୍ ୪ ଟା ପର୍ଯ୍ୟନ୍ତ ୨ ଟି ଜେସିବି ମେସିନ ଦ୍ଵାରା ନଦୀରୁ ବାଲି ଆଣି ଏକ
Read More...

ମୃତକଙ୍କ ପରିବାରକୁ ପୋଲସରା ବିଧାୟକଙ୍କ ଆର୍ଥିକ ସହାୟତା ।

ପୋଲସରା,(ପିପିଟି)୦୯/୦୫,ପୋଲସରା ବ୍ଲକ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ କୁମାର ବେହେରା ଗତ କାଲି ଢୁଙ୍କାପଡା କ୍ୱାରେଣ୍ଟାଇନ ସେଣ୍ଟର ରେ ମୃତ୍ୟୁବରଣ କରିଥିଲେ।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମଧୁପଲ୍ଲୀ ଗ୍ରାମକୁ ଯାଇ ଶୋକ
Read More...

ମାଣିତରା ପଞ୍ଚାୟତରେ ସଟ ଡାଉନ ଘୋଷଣା,ସରପଞ୍ଚଙ୍କ ଜିଲ୍ଲାପାଳ କ୍ଷମତା ପ୍ରୟୋଗ ।

ବୁଗୁଡା,୦୯/୦୫ ,ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ମଇ ୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସକାଳ ୧୧ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟିଆ ସଟ ଡାଉନ ଘୋଷଣା କରିଛି। ବୁଗୁଡା ବ୍ଲକରେ
Read More...

ଓଲଟିଲା କୁକୁଡା ବୋଝେଇ ଅଟୋ ।

ରାଉରକେଲା,(ପିପିଟି)୦୯/୦୫,ରାଉରକେଲା ସହର ଛେଣ୍ଡ୍ ଛକ ନିକଟସ୍ତ ବାଗବୁଡି ବସ୍ତି ରାସ୍ତାରେ ଏକ କୁକୁଡା ବୋଝେଇ ଅଟୋ ଯାଉଥିବା ବଳେ ଏକ ଅଜଣା କାର ଧକ୍କା ଦେବା ଫଳରେ ଅଟୋ ନିୟନ୍ତ୍ରଣ ହରାଇ ଅଟୋ ଟି ଓଲୋଟି ଗଲା । ଅଟୋରେ
Read More...

ଚିଙ୍ଗୁଡିଖୋଲ ଠାରେ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପନୀୟ ଜଳ ବ୍ଯବସ୍ଥା ।

ବେଗୁନିଆପଡା,(ପିପିଟି)୦୯/୦୫,ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ଚିଙ୍ଗୁଡିଖୋଲ ଠାରେ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ପନୀୟ ଜଳ ବ୍ଯବସ୍ଥା କରାଯାଇଛି ।ସଙ୍ଗଠନର ମୁଖ୍ୟ ବସନ୍ତ କୁମାର ମଲିକ ସାମାଜିକ ଦୂରତ୍ବକୁ ବଜାୟ ରଖି ଏହି
Read More...

କ୍ବାରେଣ୍ଟାଇନ୍ ସେଣ୍ଟର ଦାୟୀତ୍ବରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ –…

କବିସୂର୍ଯ୍ଯ ନଗର,(ପିପିଟି)୦୯/୦୫,ରାଜ୍ୟରେ ଲକ୍ ଡାଉନ ସଟଡାଉନ କରି ବିଶେଷ କରି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ରାଜ୍ୟରେ ଦୃଷ୍ଟାନ୍ତ ସୃଷ୍ଟି କରି ପ୍ରସଂଶାର ପାତ୍ର ହୋଇଥିବା ବେଳେ କେଉଁ ଚାପର ବଶବର୍ତ୍ତୀ ହୋଇ ସାମାଜିକ
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୮୩ ରେ ପହଞ୍ଚିଲା ।ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮୪ ଛୁଇଁଲା ।

ଭୁବନେଶ୍ଵର ,(ପିପିଟି)୦୯/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୮୩ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪ ରେ ପହଞ୍ଚିଛି ।
Read More...