କରୋନାରେ ମୃତ ପ୍ରଫୁଲ୍ଲଙ୍କ ପରିବାର ପାଇଁ ପାଠ ପଢିବା ଓ ବଞ୍ଚିବାକୁ ନେଇ ସଂଘର୍ଷ ଆରମ୍ଭ ।

ପୋଲସରା,(ପିପିଟି)୧୧/୦୫,ସାରା ବିଶ୍ୱକୁ ଗ୍ରାସିଛି କରୋନା ।ଏଥିରେ ଗଲାଣି ଦୁଇ ଲକ୍ଷରୁ ଅଧିକ ଜୀବନ ।କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା ଜାରି ରହିଛି ।ପ୍ରଶାସନ ମଧ୍ୟ ସଜାଗ ରହିଛି
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୫୪ ରେ ପହଞ୍ଚିଲା । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୪୧୪ ।

ଭୁବନେଶ୍ଵର ,(ପିପିଟି)୧୧/୦୫ ,ଗଞ୍ଜାମ ଜିଲ୍ଲାରେ ଆଉ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୫୪ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪୧୪ ରେ ପହଞ୍ଚିଛି
Read More...

ଏଆଇଟିୟୁସି ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ।

ବୌଦ୍ଧ,(ପିପିଟି)୧୧/୦୫ ,କୋଭିଡ ୧୯ ଯୋଗୁଁ ରାଜ୍ୟରେ ଶ୍ରମିକଙ୍କ ମଧ୍ୟରେ ସୃଷ୍ଟି ହେlଇଥିବା ସମସ୍ୟା ଗୁଡିକ ସମ୍ପର୍କରେ ଏଆଇଟିୟୁସି ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ।

ପଦ୍ମପୁର,(ପିପିଟି)୧୧/୦୫,ଏହି ଘଡ଼ିସନ୍ଧି ମହାମାରୀ ସମୟରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପଦ୍ମପୁର ନିର୍ବାଚନ ମଣ୍ଡଳୀ କ୍ରମାଗତ ଭାବରେ ଆୟୋଜନ କରିଆସୁଥିବା ରକ୍ତଦାନ ଶିବିର ଆଜି ଝାରବନ୍ଧ ମଣ୍ଡଳର କାର୍ଯ୍ୟକର୍ତ୍ତା ଓ
Read More...

ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,(ପିପିଟି)୧୧/୦୫,ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦେଓଖାଳି ଗ୍ରାମର ଲଡୁ ନାୟକ
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

ରାମନାଗୁଡା,(ପିପିଟି)୧୧/୦୫,କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଦୁର୍ଗୀ ଠାରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜେଡି ପକ୍ଷରୁ
Read More...

ହିଞ୍ଜିଳି ପୌରପରିଷଦ ଦୂରଦୃଷ୍ଟି ଅଭାବରୁ ବାଛୁରିର ଜୀବନଗଲା ।

ହିଞ୍ଜିଳିକାଟୁ,(ପିପିଟି) ୧୧ / ୦୫ , ରାଜ୍ୟରେ ପଶୁପକ୍ଷୀ ମାନଙ୍କପାଇଁ ମହାମାରୀ କରୋନା ଯୋଗୁଁ ଖାଦ୍ୟ ଅଭାବ ହେତୁ ବହୁ ପ୍ରକୃତି ପ୍ରେମୀ ବୁଲିବୁଲି ସେମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।କିନ୍ତୁ ହିଂଜିଳି କାଟୁରେ
Read More...

ବିଶାଖାପାଟଣାରୁ ଝାରଖଣ୍ଡ ସାଇକେଲରେ ବାହାରିଲେ ଶ୍ରମିକ ।

ଭଞ୍ଜନଗର,(ପିପିଟି)୧୧/୦୫,ସାରାଦେଶରେ ସରକାରଙ୍କ ତରଫରୁ ଲକ୍ ଡାଉନ ଘୋଷଣା ହେବାପରେ ବହୁ ଲୋକ ନିଜ ନିଜର ଜୀବିକା ହରାଇ ଘରେ ବସିଛନ୍ତି।କାମଧନ୍ଦା ସବୁ ବନ୍ଦ ହୋଇ ଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବହୁ ଶ୍ରମିକ ଫସି
Read More...

ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୯୧ ଛୁଇଁଲା ।

ଭୁବନେଶ୍ଵର ,(ପିପିଟି)୧୧/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୩୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ  ଆକ୍ରାନ୍ତ ସଂଖ୍ୟା ୩୯୧ ରେ ପହଞ୍ଚିଛି ।
Read More...

ପୂର୍ବତନ ବିଜେଡି ବ୍ଲକ ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ।

କୁକୁଡାଖଣ୍ଡି,୧୦/୦୫,କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମରେ ପୂର୍ବରୁ ବହୁ ହତ୍ୟା କାଣ୍ଡ ହେବାପରେ ଏହା ଅଶାନ୍ତ ସହ ଚର୍ଚ୍ଚାରେ ରହୁଥିବାବେଳେ ପୁଣି ଗତ ଶନିବାର ରାତ୍ର ରେ ପ୍ରାୟ ୭ ଟା ସମୟରେ
Read More...