ତିନି ଦିନରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ୧୧ ଟ୍ରାକ୍ଟର ଜବତ,ଦୁଇ କୋର୍ଟ ଚାଲାଣ, ଲକ୍ଷାଧିକ ଟଙ୍କା ଜୋରିମାନା…

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୩/୦୫,ଗତ ତିନି ଦିନ ମଧ୍ୟରେ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ପ୍ରକାଶ
Read More...

ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଚିତ୍ରକୋଣ୍ଡା ଗସ୍ତ ।

ଚିତ୍ରକୋଣ୍ଡା,(ପିପିଟି ନ୍ଯୁଜ୍)୨୩/୦୫,ଲୋକାସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ଶନିବାର ଦିନ ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ଅଞ୍ଚଳକୁ ଗସ୍ତରେ ଆସିଥିଲେ । ବାଲିମେଳା ର ବରିଷ୍ଠ ବିଜେଡି ସଦସ୍ୟ ଶ୍ରୀ.ରାଜେନ୍ଦ୍ର ପଣ୍ଡା,
Read More...

ପିତ୍ତଳ କ୍ବାରେଣ୍ଟାଇନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ।

ଶେରଗଡ,(ପିପିଟି ନ୍ଯୁଜ୍)୨୩/୦୫,ଶେରଗଡ଼ ବ୍ଲକର ପିତ୍ତଳ ଓ ବ୍ରାହ୍ମଣଛାଇ କୁରାଣ୍ଟଇନ କେନ୍ଦ୍ରକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପରିଦର୍ଶନରେ ଆସି କ୍ବାରେଣ୍ଟାଇନ କେନ୍ଦ୍ର ଗୁଡିକର ସ୍ଥିତ ସମ୍ପର୍କରେ ପଚାରି
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୬୯ ଛୁଇଁଲା,୪୩୬ ଜଣ ସୁସ୍ଥ ।

ଭୁବନେଶ୍ଵର ,(ପିପିଟି)୨୩/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୪୧ରେ ରହିଛି ।ନୂତନ ଆକ୍ରାନ୍ତ ୮୦ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୧୮୪୪୬ ଜଣଙ୍କ ଟେଷ୍ଟ ସରିଛି । ସେଥି
Read More...

ଆଜି ସଙ୍ଗରୋଧ ଅବଧି ଶେଷ କରି ଘରକୁ ଗଲେ ୧୬୫ ଜଣ ପ୍ରବାସୀ ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍) ୨୨/୦୫,କରୋନା ମହାମାରୀ ପାଇଁ ଲକ୍ ଡାଉନ୍ ଘୋଷଣା ପରେ ଓଡ଼ିଶା ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ରାଜ୍ୟ ସରକାର ଓଡିଶା ଆସିବା ପାଇଁ ଅନୁମତି ଦେବା ପରେ ବହୁ ପ୍ରବାସୀ ନିଜ
Read More...

ସଙ୍ଗରୋଧ କେନ୍ଦ୍ରରେ ଥିବା ୩୨ ମହିଳାଙ୍କୁ ସାବିତ୍ରୀ ଭାର ଦେଲେ ଗାଙ୍ଗପୁର ସରପଞ୍ଚ ।

ଗାଙ୍ଗପୁର/ବେଲଗୁଣ୍ଠI,(ପିପିଟି ନ୍ଯୁଜ୍)୨୨/୦୫,ସଙ୍ଗରୋଧ କେନ୍ଦ୍ର ଥିଲା ମହିଳାଙ୍କ ହୂଳହୂଳି ସହ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି ଓ ସାବିତ୍ରୀ ବ୍ରତ ପାଠରେ ଉତ୍ସବ ମୂଖର । ସମସ୍ତ ମହିଳା ମାସ୍କ ସହ ନୂଆଁ ଶାଢୀ ପିନ୍ଧି ମଥାରେ
Read More...

ଗାଙ୍ଗପୁର ନିକଟରେ ଓଲଟିଲା ୧୬ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୨/୦୫,ଗାଙ୍ଗପୁର ଥାନା ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା କହ୍ନେଇସର ନାଳ ନିକଟରେ ଏକ ୧୬ ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଆଜି ଭୋର ୩ ଘଣ୍ଟା ସମୟରେ କୌଣସି କାରଣରୁ ଓଲଟି ପଡିଥିଲା ।ଗାଡିଟି
Read More...

ରାସ୍ତା ପାର୍ଶ୍ବରୁ ଶିଶୁ ଉଦ୍ଧାର ।

ପଦ୍ମପୁର,(ପିପିଟି ନ୍ଯୁଜ୍)୨୨/୦୫୪ବରଗଡ଼ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ
Read More...

ତିର୍ତ୍ତୋଲ ବ୍ଲକ୍ ରେ ଚାଷ ଜମି ଜଳମଗ୍ନ ।

ଜଗତସିଂହପୁର (ପିପିଟି ନ୍ଯୁଜ୍)୨୨/୦୫,ଅମ୍ଫାନ୍ ମହାବାତ୍ୟାରେ ତିର୍ତ୍ତୋଲ୍ ବ୍ଲକ୍ ର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଛି । କାଳବୈଶାଖୀର ଲଗାଣ ବର୍ଷାରେ ମୁଗ ଓ ବିରି ଫସଲରେ କ୍ଷତି ହେଵା ସତ୍ତ୍ବେ ଅଧିକାଂଶ ଚାଷୀ
Read More...

ସଙ୍ଗରୋଧ କେନ୍ଦ୍ରରେ ଥିବା ମହିଳାଙ୍କୁ ପୂଜା ସାମଗ୍ରୀ ଯୋଗାଇ ଦେଲେ ସରପଞ୍ଚ ।

ଶେରଗଡ,(ପିପିଟି ନ୍ଯୁଜ୍)୨୨/୦୫,ପ୍ରବାସୀ ମହିଳାଙ୍କ ପାଇଁ ସଂଘରୋଧ ଗୃହକୁ ପୂଜା ସାମଗ୍ରୀ ଦେଲେ ସରପଞ୍ଚ -କୋରାନା ମହାମାରୀ ଯୋଗୁଁ ସାରାବିଶ୍ୱରେ ଆତଙ୍କ ଦେଖାଦେଇଛି ।ତେଣୁ ବିଭିନ୍ନ କର୍ମ କ୍ଷେତ୍ର ସହ ବିଭିନ୍ନ ଅନୁଷ୍ଠାନ
Read More...