ମିଥ୍ୟା ବିଲ୍ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଚାପ ଓ ହତ୍ୟା ଧମକ,ଥାନାରେ ଏତାଲା ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୭/୦୫,ଦୁର୍ନୀତି ଘେରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ।ରାତି ପାହିଲେ ହେଉଛି ମିଥ୍ୟା ବିଲ୍ । ଆଲୋକୀକରଣ , ଡ୍ରେନ,ରାସ୍ତା ନିର୍ମାଣ,ପୋଖରୀ ପୁନରୁଦ୍ଧାର, ସଫେଇ ଏହିପରି ବିଭିନ୍ନ
Read More...

ଗାଙ୍ଗପୁର ପୋଲିସ-ଆମ ଓଡିଶା ରକ୍ତଦାନ ଶିବିର:ପାଞ୍ଚ କରୋନା ଯୋଦ୍ଧା ଓ ପାଞ୍ଚ ସାମ୍ବାଦିକଙ୍କ ସମେତ ୨୪ଜଣଙ୍କ ରକ୍ତଦାନ ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୭/୦୫,କୋରୋନା କଟକଣା ଜାରି ରହିଥିବାରୁ ବହୁ ସାମାଜିକ ଓ ସାମୁହିକ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି ।ଏଥିପାଇଁ ଗ୍ରାମାଞ୍ଚଳ ଓ
Read More...

ପଶୁପକ୍ଷୀ ମୁହଁରେ ଆହାର ଦେଉଛନ୍ତି ଯୁବ ସମାଜସେବୀ କ୍ଷୀରୋଦ।

ଯାଜପୁର,୨୭/୦୫,ଧର୍ମଶାଳା ବ୍ଲକ ଜାରକା ଅଂଚଳର ଯୁବ ସମାଜସେବୀ କ୍ଷୀରୋଦ ମହାରଣା ପଶୁ ପକ୍ଷୀ ଙ୍କୁ ଖାଦ୍ୟ ଯୋଗାଇଛନ୍ତି ।ହୋଟେଲ ଓ ଓ ଜଳଖିଆ ଦୋକାନ ଥିଲା ବେଳେ ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ମିଳିଯାଉଥିଲା କିନ୍ତୁ  ଲକ ଦଉନ
Read More...

ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା କରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ ।

ଯାଜପୁର,୨୭/୦୫, (ଏ,ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଏମ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଧର୍ମଶାଳା ଅଂଚଳର ଲୋକପ୍ରିୟ ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ କରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । 
Read More...

ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ପକ୍ଷରୁ ରକ୍ତଦାତା ଜୀବନଦାତା କାର୍ଯ୍ୟକ୍ରମ ।

ବ୍ରହ୍ମପୁର,(ପିପିଟି ନ୍ଯୁଜ୍) ୨୭/୦୫, ରକ୍ତ ଅଭାବ ସମସ୍ୟା ଦୂର କରିବା ପାଇଁ ଲକ୍ ଡାଉନ୍ ସମୟରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ତରଫରୁ ବଡ଼ ଡ଼ାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାର
Read More...

ରକ୍ତଦାନ କରି ଉଦାହରଣ ସାଜିଲେ ଜିଲ୍ଲାପାଳ ।

ଯାଜପୁର,(ପିପିଟି ନ୍ଯୁଜ୍)୨୭/୦୫, ରକ୍ତଦାନ ମହତ ଦାନ। କେହି କେହି ଏହି ବାଣୀକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ଆଜି ହେଉଛି ତାଙ୍କର ଜନ୍ମଦିନ।
Read More...