ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୪୦୭୧୭ , ସୁସ୍ଥ ସଂଖ୍ୟା ୨୫୭୩୮ ଓ ମୃତ ସଂଖ୍ୟା ୨୩୫ ।

ଭୁବନେଶ୍ଵର,ତା-୦୬/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୨,୦୮୦ ମଧ୍ୟରୁ ୮,୬୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୫,୫୩୧ ମଧ୍ୟରୁ
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ।

ଫୁଲବାଣୀ,୦୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୫,୭୩୮, ଚିକିତ୍ସିତ ସଂଖ୍ୟା ୧୪,୬୯୯, ମୃତ ସଂଖ୍ୟା ୨୩୫ ଓ ଅନ୍ଯ ମୃତ ସଂଖ୍ୟା ୪୫ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ
Read More...

କଳାବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ଆର. ବି.ଏସ. କେ. ଆୟୁଷ ଡାକ୍ତର ।

ବେଲଗୁଣ୍ଠା,୦୫/୦୮(ପିପିଟି);ରାଜ୍ୟରେ ସାଂପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବା ବେଳେ ଆୟୁଷ ଡାକ୍ତର ମାନେ ଆଗଧାଡିରେ ଠିଆ ହୋଇ ଜନସାଧାରଣଙ୍କ ପାଇଁ ବରଦାନ ସଦୃଶ୍ୟ ସେବା ପ୍ରଦାନ
Read More...

ଜମିଜମାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ।

ବେଲଗୁଣ୍ଠ।, ୦୫/୦୮(ପିପିଟି); ଜମିଜମାକୁ କେନ୍ଦ୍ର କରି ୭୦ ବର୍ଷୀୟ ଜଣେ ବୃଦ୍ଧ ଚାଷୀଙ୍କୁ ଜମି ହିଡ଼ରେ ହତ୍ୟା କରିଥିବା ନେଇ ଗୋଟିଏ ପରିବାରର ୪ ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣା ପଡିଛି । ଘଟଣା ସ୍ଥଳରେ
Read More...

କୋଦଳା ପୁଲିସର ନିରବ ପ୍ରାର୍ଥନା ।

କୋଦଳା,୦୫/୦୮(ପିପିଟି); ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ କୋଭିଡ୍ ରେ ପ୍ରାଣ ହରାଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବୁଧବାର ସନ୍ଧ୍ୟା ୬ଘଣ୍ଟରେ ନିରବ ପ୍ରାର୍ଥନା
Read More...

ବିଦ୍ୟୁତ ବିଭାଗ ଘେରିଲେ ଶତାଧିକ ପଞ୍ଚାୟତ ବାସୀ ।

କୋଦଳା,୦୫/୦୮(ପିପିଟି); ବାରମ୍ବାର କୋଦଳା ସାଉଥକୋ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ତଥା ବିଜୁଳି ବିଭ୍ରାଟ ରେ ଅତିଷ୍ଠ ହୋଇ ମଙ୍ଗଳବାର ବିଳମ୍ବିତ ରାତିରେ ୭୦୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ବାସୀ କୋଦଳା ବ୍ରହ୍ମପୁର ମୁଖ୍ୟ
Read More...

ଶୋଇଥିବା ଅବସ୍ଥାରେ ଏକ ବୃଦ୍ଧକୁ ଅତି ନିର୍ମମ ଭାବେ ହତ୍ୟା,ଭୟରେ ଗ୍ରାମ ବାସି ।

ସାନଖେମୁଣ୍ଡି,୦୫/୦୮(ପିପିଟି);ପାଟପୁର ଥାନା ଏସ. ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ପ୍ରତାପଗିରି ଗ୍ରାମର ଜଣେ ୭୨ ବର୍ଷୀୟ ବୃଦ୍ଧ ଗାଁ କୋଠ ଘରେ ଶୋଇଥିବା
Read More...