ନୂତନ ଭିଜିଲାନ୍ସ ଏସପିଙ୍କ ଦାୟିତ୍ବ ଗ୍ରହଣ ।

ବ୍ରହ୍ମପୁର,୦୩/୦୭(ପିପିଟି);ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ନୂଆ ଏସପି ଭାବରେ ଅନୀଲ କୁମାର ପାତ୍ର ଗୁରୁବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି ।ଶ୍ରୀ ପାତ୍ର ପୂର୍ବରୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ଅତିରିକ୍ତ ଏସପି
Read More...

ପରୋଲୋକରେ କୋରିଓଗ୍ରାଫର ସରୋଜ ଖାନ ।

ମୁମ୍ବାଇ, ୦୩/୦୭: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଆଜି ପରଲୋକ ଘଟିଛି। ତାଙ୍କର ହୃଦଘାତରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ
Read More...

ବେଲଗୁଣ୍ଠା ରେ ଲକ୍ଷଣ ଥିବା ଦୁଇ ସ୍ଥାନୀୟ ବ୍ୟକ୍ତିଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଇଲା ପ୍ରଶାସନ ।

ବେଲଗୁଣ୍ଠା,୦୨/୦୭(ପିପିଟି); ବେଲଗୁଣ୍ଠା ସହରରେ ୫ ଦିନ ପୁର୍ବେ ୪ ଜଣ ସ୍ଥାନୀୟ ଲୋକ କରୋନା ଚିହ୍ନଟ ପରେ ସହରବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏ ନେଇ ପ୍ରଶାସନ ତୁରନ୍ତ ବେଲଗୁଣ୍ଠା ସହରର ୪ ଟି ୱାର୍ଡ
Read More...

ନିର୍ଧାରିତ ଦୈନିକ ମଜୂରୀ ଓ ୮ ଦଫା ଦାବିରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମନରେଗା ଶ୍ରମିକଙ୍କ ୮ ଜୁଲାଇ ରେ…

ବ୍ରହ୍ମପୁର ,୦୨/୦୭(ପିପିଟି); କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗଞାମ କଳାପରିଷଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶ୍ରମିକ ମାନେ ଦୈନିକ
Read More...

ହିଞ୍ଜିଳିକାଟୁ ବ୍ଲକର ସମରଝୋଳ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।

ହିଞ୍ଜିଳିକାଟୁ,ତା-୦୨/୦୭(ପିପିଟି) ; ଗଞ୍ଜାମ ଜିଲ୍ଲା ମାାହାମାରୀ କରୋନା ସଂକ୍ରମଣ ଏବେ ଅଣାୟତ ହୋଇପଡିଛି। ସେ ତାର କାୟା ବିସ୍ତାର କରି ଚାଲିଛି ଜିଲ୍ଲାର ବିଭିନ୍ନ ସହର ସମେତ ହିଞ୍ଜିଳି ବ୍ଳକକୁ ମଧ୍ୟ
Read More...

ଉଲୁଣ୍ଡା ପୂର୍ବତନ ଥାନ ଅଧିକାରୀଙ୍କ ପରଲୋକ ।

ଉଲୁଣ୍ଡା,ତା-୦୨/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପୂର୍ବ ଥାନାଧିକାରୀ ବିଧୁଭୁସଣ ପୁଟାଙ୍କ ପରଲୋକ ହୋଇଯାଇଛି ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ
Read More...

ପୁସ୍ତକ ବଂଶାବଳୀ ଲୋକାର୍ପିତ ।

କଟକ,ତା-୦୨/୦୭/୨୦୨୦; ଏକ ନିଆରା ପୁସ୍ତକ ଯାହା ଗୋଟିଏ ଜାତି ତଥା ପରିବାରର ପୂର୍ବପୁରୁଷ ମାନଙ୍କର ସ୍ମୃତିଚାରଣ,ପୂର୍ବଜଙ୍କ ନାମ ଉଚ୍ଚାରଣ,ବଂଶର ଅଭିଜାତ୍ୟ, ସମାଜ ପାଇଁ ସେହି ବଂଶର ଭାବଧାରା ଆଦି ସମସ୍ତ ମହନୀୟତାକୁ
Read More...

କରୋନା ଲଢେଇରେ ବିଜୟ ହାସଲ ସକାଶେ ସତର୍କତା ହିଁ ଏକମାତ୍ର ଅସ୍ତ୍ର ।

ଛତ୍ରପୁର,ତା- ୦୨.୦୭.୨୦ ;ଲୋକଙ୍କ ଜୀବନ ଜୀବିକା ସକାଶେ ସରକାରଙ୍କ ପକ୍ଷରୁ କେହଳ କରାଯାଇଅଛି  । ସାରା ଓଡିଶାରେ ଗଞ୍ଜାମ ଜିଲ୍ଲା ହିଁ ଏକମାତ୍ର ଜିଲ୍ଲା ଯେଉଁ ଜିଲ୍ଲାରେ ବହୁ ପ୍ରବାସୀ ଫେରିଛନ୍ତି  ଏବଂ ଜିଲ୍ଲାର ଅଧିକ ଲୋକ
Read More...

ଗ୍ରାମକୁ ରାସ୍ତା ନାହିଁ, ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ ।

ଉଲୁଣ୍ଡା,୦୨/୦୭(ପିପିଟି); ସ୍ୱାଧୀନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଅନେକ ଗାଁକୁ ରାସ୍ତା ଘାଟର ସୁବିଧା ନଥିବା ବେଳେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଯିବା ଆସିବା ପାଇଁ ନା ଅଛି
Read More...

ଶେରଗଡ଼ରେ ଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ,ୱାର୍ଡ କମିଟି ଗଠନ କରିବା ପାଇଁ ପରାମର୍ଶ ।

ଶେରଗଡ଼,୦୨/୦୭(ପିପିଟି) ; ଗୁରୁବାର ସକାଳ ୮ଟା ବେଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ଼ ବ୍ଲକ ପରିଦର୍ଶନ କରିଥିଲେ। ବ୍ଲକ ସମ୍ମୁଖରେ ସରପଞ୍ଚ ମାନଙ୍କୁ କହିଥିଲେ କି ଯେ ନିଜ ପଞ୍ଚାୟତର ସମସ୍ତ ୱାର୍ଡରେ ଗୋଟିଏ
Read More...