୫ ଜୁଆଡ଼ି ଗିରଫ: ଟଙ୍କା ଓ ମୋବାଇଲ ଜବତ ।
ଭଞ୍ଜନଗର,୧୭/୧୦(ପିପିଟି);ଭଞ୍ଜନଗର ମାଲ ସାହିରେ ଶନିବାର ଅପରାହ୍ନରେ ଜୁଆ ଖେଳ ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେହି ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲା। ସେଠାରୁ ୫ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରିବା ସହ…
Read More...
Read More...