କନ୍ଧମାଳ ଜିଲ୍ଲାରେ ତିନି ଦିନ ଧରି ତାପମାତ୍ରା କମିବାରେ ଲାଗିଛି ।
ଫୁଲବାଣୀ,୦୯/୧୧(ପିପିଟି); ଗତ କାଲି ଫୁଲବାଣୀ ସହରର ତାପମାତ୍ରା ୧୦.୫ ଡିଗ୍ରୀକୁ ଖସିଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ତାପମାତ୍ରା ୧୦ ଡିଗ୍ରୀକୁ ଖସି ଯାଇଛି । ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ…
Read More...
Read More...