ଦେଶରେ ୨୮୭୦୧ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୮୮୫୦ ଏବଂ ମୃତ ସଂଖ୍ୟା ୫୦୦ ।
ନୂଆଦିଲ୍ଲୀ,୧୩/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସକାଳ ସୁଦ୍ଧା ୨୮୭୦୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୮୮୫୦ ଏବଂ ୫୦୦ ସଂକ୍ରମିତଙ୍କ!-->…
Read More...
Read More...