କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୭୭ ।

କଟକ ,ତା-୨୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୩,୨୧୩, ଚିକିତ୍ସିତ ସଂଖ୍ୟା ୩୮,୫୪୬, ମୃତ ସଂଖ୍ୟା ୭୩୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୭୭ ସହ କଟକ
Read More...

ଓଡିଶାରେ ସଂକ୍ରାମିତ ସଂଖ୍ୟା ୧,୯୨,୫୪୮,ମୃତ ସଂଖ୍ୟା ୭୩୬ ।

ଭୁବନେଶ୍ଵର,ତା-୨୩/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୨,୮୦୦ ମଧ୍ୟରୁ ୨୬,୨୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ
Read More...

ପ୍ରଶାସନ ଦୀର୍ଘଦିନ ନିରବତା ରହିବାର ଫଳ,ଆଜି କୃଷକ ସଂଗଠନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ।

ପଦ୍ମପୁର,୨୩/୦୯(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତ ର ଚାଷୀ
Read More...

ପିତାଙ୍କ ନାମରେ ଛାତ୍ର ବୃତ୍ତି ଆରମ୍ଭ କଲେ ପ୍ରବାସୀ ଓଡ଼ିଆ, ପ୍ରଥମ ବର୍ଷ ମୁଳିଆ ସ୍ମାରକ ବୃତ୍ତି ପାଇଲେ ୩ ଜଣ…

ବେଲଗୁଣ୍ଠା,୨୩/୦୯-ସୁଦୁର କାଲିଫର୍ଣ୍ଣିଆରେ ରହୁଥିବା ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ଦାମୋଦର ସାହୁ ଓଡ଼ିଆ ତାଙ୍କ ବାପା ମୁଳିଆ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ
Read More...

ହେ ଈଶ୍ୱର ।

ପକ୍ଷୀ ର ସ୍ୱର ରେ ତୁମରି ସଙ୍ଗୀତଝରଣା ର କୁଳୁନାଦରବି କିରଣ ରେ ତେଜ ପ୍ରକାଶଇହସ ପ୍ରକଟଇ ଚାନ୍ଦ !!!! ସବୁଜ ସମ୍ଭାର ଝରଣା ର ଝରବନଗିରି ମନଲୋଭାସନ୍ଧ୍ୟା ତାରା ଫୁଲ ଦିଶେ ଝଲ ମଲଆହା କି ଅପୂର୍ବ ଶୋଭା!!! ଆକାଶେ
Read More...

ଗଞ୍ଜେଇ କାରରେ ଅଗ୍ନି କାଣ୍ଡ,ଆୟତ କଲେ ଅଗ୍ନିଶମ କର୍ମଚାରୀ ।

ମାଲକାନଗିରି,ତା:୨୧/୦୯(ପିପିଟି); ଆଜି ସକାଳେ ମାଲକାନଗିରି ଠାରୁ ଶିଖାପଲ୍ଲୀ ଅଭିମୁଖେ ଯାଉଥିବା ଏକ କାର ଏମ ଭି-୧୭ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ନିକଟରେ ହୁତ୍ ହୁତ୍ ଜଳିବାର ପଥଚାରୀମାନେ ଦେଖିଥିଲେ । ଗାଡିଟି ଅଣ ଆୟତ
Read More...

ସାନଖେମୁଣ୍ଡିରେ ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ବରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ସାନଖେମୁଣ୍ଡି,୨୨/୦୯(ପିପିଟି); ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଉସ୍ତା ଜଗନ୍ନାଥ ପୁର ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ରଯୋଜିତ ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
Read More...

ଜିଲ୍ଲାରେ ଆସନ୍ତା ୨୪ ତାରିଖ ଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ୍ ସପ୍ତାହ ପାଳନ ହେବ ।

ଛତ୍ରପୁର, ତା.୨୨/୦୯(ପିପିଟି); ଗଞ୍ଜାମ ଜିଲ୍ଲାସ୍ତରୀୟ କୋଭିଡ୍ ସପ୍ତାହ ଚଳିତ ମାସ ୨୪ ଠାରୁ ଅକ୍ଟୋବର ମାସ ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସପ୍ତାହ ପାଳନର ଆଭିମୁଖ୍ୟ ହେଲା କୋଭିଡ୍ ସଚେତନତା କାର୍ଯ୍ୟକୁ ବ୍ୟାପକ
Read More...

ମହାମାରୀ କରୋନା ବିପତ୍ତି ସମୟରେ ପରିବା ଦର ବେ ଲଗାମ , ସାଧାରଣ ଖାଉଟି ଅତିଷ୍ଠ ।

ଉଲୁଣ୍ଡା,୨୨/୦୯(ପିପିଟି); ମହାମାରୀ କରୋନା ମାଡରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ପଡିଥିବାବେଳେ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ହୁ ହୁ ବଢୁ ଥିବାରୁ ସାଧାରଣ ଖାଉଟି ମାନଙ୍କ ପାଇଁ ବୋଝ ଉପରେ ନଳିତା
Read More...