ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ୧୯୯୦ ମସିହା ପୁରାତନ ବ୍ୟାଚର ବଂଧୁମିଳନ ।
ଜଗତସିଂହପୁର,୦୨/୦୨(ପିପିଟି); ଜିଲ୍ଲାର ପ୍ରମୁଖ ଓ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ନ ଏକାଡେମୀ ୧୯୯୦ ମସିହା ବ୍ୟାଚର ପୁରାତନ ବଂଧୁମିଳନ ସ୍ଥାନୀୟ ନବକୃଷ୍ଣ ଷ୍ଟାଡିୟମ ପାଖ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ…
Read More...
Read More...