କରୋନା ଯୋଦ୍ଧାଙ୍କୁ ସମ୍ମାନ ।

ପଦ୍ମପୁର,୨୦/୦୭(ପିପିଟି);ବର୍ତ୍ତମାନ ସାରା ବିଶ୍ବ ରେ କରୋନାର ଭୟାବହତା ବଢ଼ିବାରେ ଲାଗୁଥିବା ବେଳେ ଭାରତରେ ମଧ୍ୟ ବର୍ତ୍ତମାନ ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଘଡି ସନ୍ଧି ମୁହୂର୍ତ୍ତରେ ଲକଡାଉନ
Read More...

ସାହିତ୍ୟ ଘର ଓ ବେଲଗୁଣ୍ଠା ପ୍ରେସ୍ କ୍ଳବର ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୨୦/୦୭(ପିପିଟି);ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର ଷ୍ଟାଡିୟମ ଚତୁର୍ପାର୍ଶ୍ୱରେ ଝାଡବନ୍ଧ ସାହିତ୍ୟ ଘର ଓ ପ୍ରେସ୍ କ୍ଳବ ବେଲଗୁଣ୍ଠାର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଆରପାରିରେ ପ୍ରଖ୍ଯାତ ଅଭିନେତା ବିଜୟ ମହାନ୍ତି ।

ଭୁବନେଶ୍ବର,୨୦/୦୭(ପିପିଟି);ଓଡିଆ ସିନେମା ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଆଜି ଦେହାନ୍ତ ହୋଇଥିବା ଜଣାପଡିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ୧୯୫୦
Read More...

ବନ ମହୋତ୍ସବ ପାଳିତ ।

ଭଞ୍ଜନଗର,୨୦/୦୭(ପିପିଟି); ମା ବଡ଼ରାଉଳ ଏସଏଚଜି ଦ୍ୱାରା ହାତୀବନ୍ଧ ହୁଡାରେ ୪୦ ଗୋଟି ଚାରା ରୋପଣ । ବନ ବିଭାଗ ସହଯୋଗ ରେ ଏନ୍ଏସି କର୍ମକର୍ତ୍ତା ଓ ଶୂଳପାଣି ଶତପଥୀ, ସ୍ବେଛାସେବୀଙ୍କ ପରାମର୍ଶ କ୍ରମେ ବନ
Read More...

୩ପୋଲିସଙ୍କ ସମେତ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଭଞ୍ଜନଗର,୨୦/୦୭(ପିପିଟି);ଗତ କିଛି ଦିନ ଭଞ୍ଜନଗର ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ପୁଣି ୨୩ଟି ପଜିଟିଭ କେଶ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୩ଜଣ ପୋଲିସ, ଜଣେ ଶିକ୍ଷକ, ଜଣେ ଅଙ୍ଗନୱାଡି କର୍ମୀ
Read More...

ଶହେ ଶଯ୍ଯା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପାଇଁ ଏମଓୟୁ ସ୍ବାକ୍ଷର ।

ଛତ୍ରପୁର,୨୦/୦୭(ପିପିଟି); ବ୍ରହ୍ମପୁରର ଅମିତ ହସ୍‌ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। ଏହାକୁ କଟକର ଅଶ୍ବିନୀ ହସ୍‌ପିଟାଲ ପରିଚାଳନା କରିବ। ଏଥିପାଇଁ ଆଜି
Read More...

ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ଵର,୨୦/୦୭(ପିପିଟି); ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀ ମାନେ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ବତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା
Read More...

କୋଭିଡ୍ ହସ୍ପିଟାଲରେ କାର୍ଯ୍ଯରତ କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର ।

ଭୁବନେଶ୍ବର,୨୦/୦୭(ପିପିଟି); ସାରା ରାଜ୍ୟର ବିଭିନ୍ନ କୋଭିଡ  କୋଭିଡ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି ।

ଭୁବନେଶ୍ଵର,ତା.୨୦/୦୭(ପିପିଟି); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ
Read More...

ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଅମାତନାଲା ପୋଲ ।

ଉଲୁଣ୍ଡା,୨୦/୦୭(ପିପିଟି); ସୋନପୁର-ସମ୍ବଲପୁର ରାସ୍ତର ମାଟୁପାଲି ସିଂଢୋଲ ମଧ୍ୟଭାଗରେ ଥିବା ଅମାତନାଲ ପୋଲ ଏବେ ଖାଲ ଖମା ଯୋଗୁଁ ମରଣଯନ୍ତା ପାଲଟିଛି । ପୋଲ ଉପରେ ବଡ଼ବଡ଼ ଗର୍ତ୍ତ ମାନ ସୃଷ୍ଟି ହୋଇ ସାଧରଣ ଜନତାଙ୍କ
Read More...