ଭଞ୍ଜନଗରରୁ ଆଜି ବାହାରିଲେ ୧୩ ପଜିଟିଭ ।

ଭଞ୍ଜନଗର,୨୩/୦୭(ପିପିଟି) କୋରନା ଏବେ ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି।ଆଜି ଗୋଟିଏ ଦିନରେ ଜିଲ୍ଲାର ସର୍ବାଧିକ ୫୪୦ଟି ପଜିଟିଭ କେଶ ସାମ୍ନାକୁ ଆସିଛି।ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢି ଚାଲିଛି।ସେଥି
Read More...

ଆବଦ୍ଧଅଞ୍ଚଳ ଅନ୍ତର୍ଗତ ସମସ୍ତ ବସ୍ତିବାସିନ୍ଦା ପରିବାରଙ୍କୁ ଦିନକୁ ଦୁଇବେଳା ସୁଷମ ରନ୍ଧାଖାଦ୍ୟ, ଆତ୍ୟବଶ୍ୟକୀୟ…

ଭୂବନେଶ୍ୱର,୨୩/୦୭(ପିପିଟି) ଆଇ ଆର ସି ଭିଲେଜ ଅନ୍ତର୍ଗତ ତ୍ରିନାଥ ବସ୍ତି, ଗଣପତି ନଗର ଓ ଗଣପତି ନଗର (ବି) ଓ ଗାନ୍ଧିବସ୍ତି ଆବଦ୍ଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ୍) ଘୋଷିତ ହୋଇଛି। ଗତକାଲି ଠାରୁ ବସ୍ତି ଚାରିପଟୁ ପ୍ରଶାସନ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪୦, ଗଲାଣି ୬୭ ଜୀବନ ।

ବ୍ରହ୍ମପୁର ,ତା-୨୩/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା  ୧୩୭୪୯, ଚିକିତ୍ସିତ ସଂଖ୍ୟା ୭୨୦୫, ମୃତ ସଂଖ୍ୟା ୧୧୪ ଓ ଅନ୍ଯ ମୃତ ସଂଖ୍ୟା ୩୧। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ।

ପାରଳାଖେମୁଣ୍ଡି,ତା-୨୩/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା  ୧୩୭୪୯, ଚିକିତ୍ସିତ ସଂଖ୍ୟା ୭୨୦୫, ମୃତ ସଂଖ୍ୟା ୧୧୪ ଓ ଅନ୍ଯ ମୃତ ସଂଖ୍ୟା ୩୧। ଗଜପତି ଜିଲ୍ଲାରେ ଆକ୍ରାନ୍ତ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨୧୦୯୯ , ସୁସ୍ଥ ସଂଖ୍ୟା ୧୩୭୪୯ ଓ ମୃତ ସଂଖ୍ୟା ୧୧୪ ।

ଭୁବନେଶ୍ଵର,ତା-୨୩/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୬୯୦୨ ମଧ୍ୟରୁ ୪୦୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୭ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୫ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୨୩୫୬ ମଧ୍ୟରୁ ୧୩୩୧
Read More...

କଟକରେ ସମାଜିକ ସଂଗଠନ ପକ୍ଷରୁ ରକ୍ତଦାନ ମହାସେବା ଅନୁଷ୍ଠିତ ।

କଟକ,୨୨/୦୭(ପିପିଟି);ରାଜ୍ୟର ଅଗ୍ରଣୀ ସମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା(ବିସିଟି) ଓ ବନ୍ଧୁତ୍ୱ ଚାରିଟେବୁଲ ଟ୍ରଷ୍ଟ, କଟକ ମିଳିତ ସଂଯୋଜନାରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ କେନ୍ଦ୍ରୀୟ
Read More...

କୋଭିଡ଼ ମୁକାବିଲା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଫାର୍ମାସିଷ୍ଟ ଓ ନର୍ସମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେଇ…

ଭୁବନେଶ୍ୱର,୨୨/୦୭(ପିପିଟି) ; ଜୁଲାଇ ୧୪ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ନମ୍ବର:-୧୬୭୦୫ ଜରିଆରେ ରାଜ୍ୟ ସରକାର ସାରା ରାଜ୍ୟରେ ସାତ ହଜାର ତାଲିମ ପ୍ରାପ୍ତ
Read More...

ଦିଗପହଣ୍ଡି ଠାରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା ।

ଦିଗପହଣ୍ଡି,୨୨/୦୭; ଦିଗପହଣ୍ଡି ସହରରେ ବର୍ତ୍ତମାନ କରୋନାକୁ ନିୟନ୍ତ୍ରଣ ପରିସ୍ଥିତି ଅସମ୍ଭାଳ ହୋଇ ଜଣାପଡିଛି । ଗତ କିଛିଦିନ ମଧ୍ୟରେ ସହରର ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ କରୋନା ଜନିତ ମୃତ୍ୟୁ
Read More...

କରୋନ ପଜିଟିଭ ଚିହ୍ନଟ ପରେ କ୍ଲିନିକ୍ ସିଲ୍ ।

ଜଗତସିଂହପୁର,୨୨/୦୭(ପିପିଟି);ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଥିବା ସନ୍ କ୍ଲିନିକରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହାକୁ ଆଜି ସନ୍ଧ୍ୟାରେ ସିଲ୍ କରାଯାଇଛି ।
Read More...

ଗଞ୍ଜାମ ଜିଲ୍ଲାରେ କରୋନ ସ୍ଥିତି ସଙ୍ଗିନ,ଗଲାଣି ୬୨ ଜୀବନ,ନୂତନ ସଂକ୍ରମିତ ସଂଖ୍ୟା ୩୭୧ ।

ବ୍ରହ୍ମପୁର,୨୨/୦୭(ପିପିଟି); ରାଜ୍ୟରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ଓଡିଶାରେ ପ୍ରଥମ ସ୍ଥାନରେ ରହିଛି ।ପ୍ରଥମରୁ କୋଭିଡ୍ -୧୯ ପରିଚାଳନା ଠିକ୍ ଥିଲା ଭଳି ଲାଗୁଥିଲା କିନ୍ତୁ ପ୍ରବାସୀ
Read More...