ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୬୭୦୧ , ସୁସ୍ଥ ସଂଖ୍ୟା ୧୧୩୩୦ ଓ ମୃତ ସଂଖ୍ୟା ୮୬ ।
ଭୁବନେଶ୍ଵର,ତା-୧୮/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୫୨୮୦ ମଧ୍ୟରୁ ୩୨୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୩ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୮୬୫ ମଧ୍ୟରୁ ୧୦୪୦!-->…
Read More...
Read More...