ପଦ୍ମପୁର ଏନ୍ଏସିର ୭ ନମ୍ବର ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ।

ପଦ୍ମପୁର ,୧୯/୦୭(ପିପିଟି); ସହର ଗୁଡିକ ରାତ୍ରି ସମୟରେ ଆଲୋକିତ ହେବ ବୋଲି ସରକାର ବିଭିନ୍ନ ସହରର ରାସ୍ତା ତଥା ସମସ୍ତ ଗଳିକନ୍ଦିରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ସମସ୍ତ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୭୪୩୭ , ସୁସ୍ଥ ସଂଖ୍ୟା ୧୧୯୩୭ ଓ ମୃତ ସଂଖ୍ୟା ୯୧ ।

ଭୁବନେଶ୍ଵର,ତା-୧୯/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୫୫୨୭ ମଧ୍ୟରୁ ୩୫୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୪ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୯୭୨ ମଧ୍ୟରୁ ୧୦୯୦
Read More...

ବେଲଗୁଣ୍ଠା ବ୍ଳକ ଓ ଏନ୍ଏସି ରେ ଆଜି ସୁଧା ୨୪ କୋରୋନା ଯୋଦ୍ଧାଙ୍କ ସହ ୨୫୨ ଚିହ୍ନଟ ହେଲେଣି ।

ବେଲଗୁଣ୍ଠା,୧୮/୦୭(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି କରିଚାଲିଥିବା ବେଳେ ଦିନକୁ ଦିନ ଶହ ଶହ ପଜିଟିଭ ଚିହ୍ନଟ ଜିଲ୍ଲାବାସୀ ତଥା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଅଛି । ପ୍ରଶାସନର
Read More...

ଝାରବନ୍ଧ ଗାଁ ମଝିରେ କଲଭର୍ଟ ନିର୍ମାଣ ଦାବି ।

ପଦ୍ମପୁର,୧୮/୦୭(ପିପିଟି); ବରଗଡ ଜିଲ୍ଲାର ଝାରବନ୍ଧ ଛତିଶଗଡ ରାଜ୍ୟର ସିମାନ୍ତ ବର୍ତ୍ତୀ ବ୍ଲକ ହେଡକ୍ୱାଟର । ଏଠି ପି.ଡବ୍ଲୁ.ଡି ରାସ୍ତା ରହିଛି । ହେଲେ ବର୍ଷା ଦେନେ ପ୍ରବଳ ବର୍ଷାହେଲେ ଗାଁର ପାଣି ଡ୍ରେନେଜ
Read More...

ଶ୍ରୀ ନୀଳକଣ୍ଠେଶ୍ୱର ଯୁବକ ସଙ୍ଘର ମାଁ କନ୍ଧୁଣୀ ଦେବୀ ପୀଠ ସଫେଇ କଲେ ।

ଦିଗପହଣ୍ଡି,୧୮/୦୭(ପିପିଟି) ; ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଉଷ୍ଣପ୍ରସ୍ରବଣ ଠାରେ ଥିବା ମା କନ୍ଧୁଣିଦେବୀ ଶକ୍ତି ପୀଠ ପରିସରରେ ଶ୍ରୀ ନୀଳକଣ୍ଠେଶ୍ଵର ଯୁବକ ସଂଘ ପକ୍ଷରୁ ଆଜି ମନ୍ଦିର ସଫେଇ କାର୍ଯ୍ୟକ୍ରମ
Read More...

ସରେଇକେଲା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ ।

ପଦ୍ମପୁର,୧୮/୦୭(ପିପିଟି) ;ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ଗ୍ରାମରୁ ଜଣେ କୋରୋନା ସଂକ୍ରମିତ ଠାବ ହେବାପରେ ଜିଲ୍ଲାପାଳ ବରଗଡ଼ ଜ୍ୟୋତି ରଞ୍ଜନ ପ୍ରଧାନଙ୍କର ନିର୍ଦ୍ଦେଶ କ୍ରମେ ସରେଇକେଲା
Read More...

ମାନସିକ ବିକୃତ ମହିଳାଙ୍କ ପାଟିରୁ ବାହାରିଲା ସୁନାମୁଦି ।

ଭଞ୍ଜନଗର,୧୮/୦୭(ପିପିଟି); ଏହି ଲକ ଡାଉନ ସମୟରେ ଭଞ୍ଜନଗର ଅଞ୍ଚଳରେ ଖାଇବାକୁ ନପାଇ ବହୁ ମାନସିକ ବିକୃତ ପୁରୁଷ ଓ ମହିଳା ଏଣେ ତେଣେ ବୁଲୁଥିବା ଦେଖାଯାଇଛି। ଆଜି ସେହିପରି ଜଣେ ମାନସିକ ବିକୃତ ମହିଳା ନିକଟସ୍ଥ ଗାମୁଣ୍ଡି
Read More...

ଦେଶରେ ୩୪୮୮୪ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୭୯୯୪ ଏବଂ ମୃତ ସଂଖ୍ୟା ୬୭୧ ।

ନୂଆଦିଲ୍ଲୀ,୧୮/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୩୪୮୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୭୯୯୪ ଏବଂ ୬୭୧ ସଂକ୍ରମିତଙ୍କ
Read More...