ଦେଶୀ ମଦ ଜବତ,୯ଜଣ ଗିରଫ ।

ଭଞ୍ଜନଗର,୧୯/୦୭(ପିପିଟି); ଲକ ଡାଉନ ର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଫାଇଦା ଉଠାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ଭଞ୍ଜନଗର ନାହାତୁଠ ସାହିରେ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ପୋଲିସ
Read More...

କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ।

ଫୁଲବାଣୀ,୧୯/୦୭(ପିପିଟି); କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ୬ କି.ମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ । ଘଟଣା ଟି ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ
Read More...

ଗୋଟିଏ ପରିବାରର ତିନ ମୃତ୍ୟୁ ,ମିଳିଲାନି ସ୍ବାବ ରିପୋର୍ଟ ,ଅଞ୍ଚଳବାସୀ ଆତଙ୍କିତ ।

କୋଦଳା,୧୯/୦୭(ପିପିଟି); ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁ ପଞ୍ଚାୟତର ଅଙ୍ଗାର ଗାଁ ରେ ଗୋଟିଏ ପରିବାରର ତିନିଭାଇଙ୍କ ମୃତ୍ୟୁକୁ ନେଇ ଗ୍ରାମ ରେ କୋକୂଆ ଭୟ ସୃଷ୍ଟି ହୋଇଛି ।ଶନିବାର ଅପରାହ୍ନ ରେ ଅଙ୍ଗାର ଗାଁ ସୁଣ୍ଢିସାହି
Read More...

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।

କୋଦଳା,ତା-୧୯/୦୭(ପିପିଟି); ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା (୭୩) ଙ୍କର ଆଜି ପୂର୍ବାହ୍ନରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି l ଆଜି
Read More...

ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେଲେ ପ୍ରିୟବ୍ରତ ସାହୁ ।

ଉଲୁଣ୍ଡା,୧୯/୦୭(ପିପିଟି) ; ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କମଳପୁର ଗ୍ରାମର ଯୁବ ନେତା ପ୍ରିୟବ୍ରତ ସାହୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି । ଅଖିଳ ଭାରତ ଯୁବ କଂଗ୍ରେସ କମିଟିର
Read More...

ପ୍ଲାଜମା ଦାନ ମହତ୍ ଦାନ,କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ପ୍ଲାଜମା ଦାନ କରନ୍ତୁ ।

ଛତ୍ରପୁର, ତା-୧୯/୦୭(ପିପିଟି); ଆଇସିଏମ୍ଆର୍ ଓ ସରକାରଙ୍କ ଦ୍ବାରା ପ୍ଲାଜମା ଥେରାପି କରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରିବାକୁ ଅନୁମତି ପ୍ରଦାନ କରାଯାଇଅଛି । ଏହାର ଚିକିତ୍ସା ପଦ୍ଧତି ଓଡିଶାରେ ଆରମ୍ଭ
Read More...

ହୋମ୍ ଆଇସୋଲେସନ୍ ରେ ରହିଥିବା ବ୍ୟକ୍ତି ସତର୍କ ରୁହନ୍ତୁ, ଘରେ ହିଁ ଏକାନ୍ତ ରୁହନ୍ତୁ ।

ଛତ୍ରପୁର ,ତା-୧୯/୦୭(ପିପିଟି); ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସାମାନ୍ୟ କରୋନା ଲକ୍ଷଣଜନିତ ବ୍ୟକ୍ତି ବିଶେଷଙ୍କୁ ନିଜ ଗୃହରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି , ଯଦ୍ବାରା କରୋନା ସଂକ୍ରମଣକୁ ରୋକାଯାଇପାରିବ
Read More...

ଡାକ୍ତର ମାନେ ହିଁ ଜନ ସାଧାରଣଙ୍କର ଆସ୍ଥା ଭାଜନ ହୋଇପାରିବେ,ଜିଲ୍ଲାର ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନୀ ମାନଙ୍କର…

ଛତ୍ରପୁର ,ତା-୧୯/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମେଡିକାଲ ଅଧିକାରୀ (ଏମ୍.ଓ) ମାନଙ୍କ ସହିତ ସ୍ବାସ୍ଥ୍ୟଜନୀତ ବିସ୍ତୃତ ଆଲୋଚନା କରିଥାଏ ।ଏହି
Read More...

ଖୁଣ୍ଟପାଲି ଗାଁରେ ଘଟିଥିବା ହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ।

ପଦ୍ମପୁର,୧୯/୦୭(ପିପିଟି); ବରଗଡ଼ ଜିଲ୍ଳା ପଦ୍ମପୁର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁରେ ଘଟିଥିବା ହତ୍ୟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ବରଗଡ଼ ଜିଲ୍ଳା ଦଳିତ ମହାସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ଏକ
Read More...

ଦେଶରେ ୩୮୯୦୨ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୨୩୭୬୨ ଏବଂ ମୃତ ସଂଖ୍ୟା ୫୪୩ ।

ନୂଆଦିଲ୍ଲୀ,୧୯/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳ ସୁଦ୍ଧା ୩୮୯୦୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୩୬୭୨ ଏବଂ  ୫୪୩ ସଂକ୍ରମିତଙ୍କ
Read More...