କରୋନାରେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ,୪୦ ବର୍ଷୀୟ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ।

ବେଲଗୁଣ୍ଠା,୨୧/୦୭(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ କିଛି ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଜନସାଧାରଣ ଚିନ୍ତା ବଢିଯାଇଛି
Read More...

କରୋନା ମହାମାରୀରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ ।

ବରଗଡ,୨୧/୦୭(ପିପିଟି); ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ କରୋନା ମହାମାରୀରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକ ପ୍ରିୟଦର୍ଶି ପଟ୍ଟନାୟକ ଏବଂ ସି ଏଚ ରତ୍ନମଙ୍କ ଆତ୍ମାର ସଦଗତି ନିମନ୍ତେ
Read More...

କୋଭିଡ କେୟାର ହୋମରେ ସ୍ବାବଟେଷ୍ଟ ।

କୋଦଳା,୨୧/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ ବହୁମାତ୍ରାରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ବି ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଅଞ୍ଚଳର ଲୋକେ ବାହାର କୋଭିଡ
Read More...

ଭଞ୍ଜନଗରରେ ଆଜି ପୁଣି ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଭଞ୍ଜନଗର,୨୧/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ଭଞ୍ଜନଗର ଅଞ୍ଚଳରୁ ୨୩ଜଣ ଓ ଆଜି ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୭ଜଣ ପୋଲିସ
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲାକୁ ୩୦ କୋଟି ମଞ୍ଜୁର ।

ଭୁବନେଶ୍ବର, ତା-୨୧/୦୭(ପିପିଟି);ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ  ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।  ଖୋର୍ଦ୍ଧା
Read More...

ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ସେବାର ଉଦ୍‌ଘାଟନ କଲେ ଗଞ୍ଜାମ ଜିଲ୍ଲାପାଳ ।

ଛତ୍ରପୁର, ତା-୨୧/୦୭(ପିପିଟି) ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନିମନ୍ତେ ପ୍ଲାଜମା ଥେରାପି ସେବାର ଉଦ୍ଘାଟନ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି
Read More...

ପରଲୋକରେ ଅବସରପ୍ରାପ୍ତ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକ ।

ଭୁବନେଶ୍ୱର,୨୧ /୦୭(ପିପିଟି); ଓଡିଶାର ଅବସରପ୍ରାପ୍ତ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ମୁମ୍ବାଇ ସ୍ଥିତ ଆପୋଲୋ ମେଡିକାଲରେ ପରଲୋକ ଘଟିଛି । ଚିକିତ୍ସାଧି ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ
Read More...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ ।

ବେଲଗୁଣ୍ଠା,୨୧/୦୭(ପିପିଟି); ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଅଢ଼େଇ ଗାଁ ରେ କୌଣସି କଥାରେ ଉତ୍ତ୍ୟକ୍ତ ହୋଇ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ କାତିରେ ହାଣି ହତ୍ୟା କରିଥିଲା । ଏହା ସହ ଗାଁ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ
Read More...

ପରଲୋକରେ ଗଜପତି ଜିଲ୍ଲା ଏଡିଏମ କରୁଣାକର ରାଇକା ।

ବ୍ରହ୍ମପୁର,୨୧/୦୭(ପିପିଟି); ଗଜପତି ଜିଲ୍ଲାର ବରିଷ୍ଠ ଓଏଏସ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) କରୁଣାକର ରାଇକା ଇହଲୀଳା ସମ୍ବରଣ କରିଛନ୍ତି । ଆଜି ସକାଳ ପ୍ରାୟ ୫ଘଣ୍ଟା ସମୟରେ ବ୍ରହ୍ମପୁର ସ୍ଥିତ ଏମକେସିଜି ରେ
Read More...