ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨୪୦୧୩ , ସୁସ୍ଥ ସଂଖ୍ୟା ୧୫୨୦୦ ଓ ମୃତ ସଂଖ୍ୟା ୧୩୦ ।

ଭୁବନେଶ୍ଵର,ତା-୨୫/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୮,୧୯୪ ମଧ୍ୟରୁ ୫,୦୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୫ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୨,୮୫୦ ମଧ୍ୟରୁ
Read More...

କରୋନା ହାରିବ, ଗଞ୍ଜାମ ଜିତିବ ବୋଲି କହିଲେ ଜିଲ୍ଲାପାଳ ।

ବ୍ରହ୍ମପୁର,୨୪/୦୭(ପିପିଟି); କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଜି ବ୍ରହ୍ମପୁର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ
Read More...

ଗାଈ ଚରାଳି ଭାଲୁ ଆକ୍ରମଣରେ ଗୁରୁତର ।

କଳାହାଣ୍ଡି,୨୪/୦୭(ପିପିଟି); କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମର ଭୁଜ ମାଝୀ ନାମକ ଏକ ବ୍ୟକ୍ତି ବୟସ ୩୦ ସବୁଦିନ ଗାଈ ଚରାଉଥିବା ବେଳେ ଗତକାଲି ସଖାଳ ଆଠଟା ସମୟରେ ଜଙ୍ଗଲକୁ ଗାଇଚରାଇ ନେଇଥିଲେ ।
Read More...

ଆଜି ଭଞ୍ଜନଗର ରେ ୧୭ପଜିଟିଭ ଚିହ୍ନଟ । ଭଞ୍ଜନଗର,୨୪/୦୭(ପିପିଟି) ଆଜି ହସ୍ତଗତ

ଭଞ୍ଜନଗର,୨୪/୦୭(ପିପିଟି) ଆଜି ହସ୍ତଗତ ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୩୨ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୧୭ଟି ପଜିଟିଭ କେଶ ସାମ୍ନାକୁ ଆସିଛି।ସେଥି ମଧ୍ୟରେ ଏନ.ଏ.ସି
Read More...

ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଛାତ୍ରଙ୍କ ସଫଳତା ।

ଭଞ୍ଜନଗର,୨୪/୦୭(ପିପିଟି); ଚଳିତ ବର୍ଷ ପ୍ରକାଶ ପାଇଥିବା ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଭଞ୍ଜନଗର ଶ୍ରୀରାମ ନଗର ସ୍ଥିତ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ଶ୍ରୀଧର ନାୟକ କୃତିତ୍ୱ ଅର୍ଜନ
Read More...

ଉପ ଜିଲ୍ଲାପାଳଙ୍କ କୋଭିଡ୍ କେୟାର ହୋମ ପରିଦର୍ଶନ ।

କୋଦଳା,୨୪/୦୭(ପିପିଟି); ଶୁକ୍ରବାର ଗଞ୍ଜାମ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କୋଦଳା ଏନ୍ଏସି କଲ୍ୟାଣ ମଣ୍ଡପ ପରିସରରେ ଥିବା କୋଭିଡ କେୟାର ହୋମ ପରିଦର୍ଶନ କରିଥିବା ଜଣାପଡ଼ିଛି । ସକାଳ ୧୧ ଘଣ୍ଟ ସମୟରେ କୋଭିଡ କେୟାର
Read More...

ବେଲଗୁଣ୍ଠା ବଣିକ ସଂଘ ସଭାପତି ତଥା ବିଶିଷ୍ଠ ବ୍ୟବସାୟୀଙ୍କ ଦେହାନ୍ତ ।

ବେଲଗୁଣ୍ଠା,୨୪/୦୭(ପିପିଟି);ବେଲଗୁଣ୍ଠା ସହରର ଜଣାଶୁଣା ଚାଉଳ ବ୍ୟବସାୟୀ ତଥା ବେଲଗୁଣ୍ଠା ବାଣିକ ସଂଘ ସଭାପତି ,ବେଲଗୁଣ୍ଠା ପେଣ୍ଠ ସାହି ବାସିନ୍ଦା ଟି.ସନ୍ତୋଷ କୁମାର ପାତ୍ରଙ୍କ ଦେହାନ୍ତ ଘଟିଛି । ସେ କିଛିଦିନ ପୂର୍ବରୁ
Read More...

ଲଗାଣ ବର୍ଷା,ପୋଲ ଧୋଇହେଇଯିବା କାରଣରୁ ଗମନାଗମନ ବାଧାପ୍ରାପ୍ତ ।

ସାନଖେମୁଣ୍ଡି,୨୪/୦୭(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର ଶ୍ରୀ ବୁଦ୍ଧେସ୍ୱର ମନ୍ଦିର ନିକଟ ରେ ଥିବା ପୋଚକା ନାଳ ପୋଲ ଭାସିଯିବା କାରଣ ରୁ ସମ୍ପୁର୍ଣ୍ଣ ଯାତାୟତ ବନ୍ଦ ହୋଇଯାଇଛି । ଏହା ଆସ୍କା-ଦିଗପହଣ୍ଡିକୁ
Read More...

କୋରନା ଯୁଦ୍ଧରେ ହାରିଗଲେ ଧୁମୁଛାଇ ସରପଞ୍ଚ ।

ଭଞ୍ଜନଗର,୨୪/୦୭(ପିପିଟି); ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତର ସରପଞ୍ଚ ମନୋଜ ପ୍ରଧାନଙ୍କର ୪୧ବର୍ଷ ବୟସରେ ଗତକାଲି ରାତିରେ ଦେହାନ୍ତ ଘଟିଛି । ସେ କିଛିଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ । ଗତକାଲି
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୯୩୧୦; ୨୪ ଘଣ୍ଟାରେ ସୁସ୍ଥ ୩୪୬୦୨ ଏବଂ ମୃତ ସଂଖ୍ୟା ୭୪୦ ।

ନୂଆଦିଲ୍ଲୀ,୨୪/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସକାଳ ସୁଦ୍ଧା ୪୯୩୧୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୪୬୦୨ ଏବଂ ୭୪୦ ସଂକ୍ରମିତଙ୍କ
Read More...