ବେଗୁନିଆପଡାକୁ ବିଧାୟିକାଙ୍କ ଗସ୍ତ , ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ।

କୋଦଳା,୨୬/୦୭(ପିପିଟି); କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ସରପଞ୍ଚ ମାନଙ୍କ ସହ କରୋନା ମୁକାବିଲା ଉପରେ ଆଲୋଚନା କରିଥିଲେ ଏହା ସହିତ ସେ ସୁମଣ୍ଡଳ ପଞ୍ଚାୟତ
Read More...

କରୋନା ଯୋଦ୍ଧା ଏଏସଆଇଙ୍କ ମୃତ ଦେହକୁ ଅସମ୍ମାନୀତ କରାଯାଇ ନାହିଁ ,ଏସଡିପିଓ ।

କୋଦଳା୨୬/୦୭(ପିପିଟି) ;ଶନିବାର ଭଞ୍ଜନଗର କୋର୍ଟରେ କାର୍ଯରତ ଏଏସ୍ଆଇ କରୋନା ଯୋଦ୍ଧା ରବୀନ୍ଦ୍ର ନାଥ ବେହେରାଙ୍କ କୋଭିଡ୍ ରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ପ୍ରଶାସନ ଅସମ୍ମାନ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମ
Read More...

ଭଞ୍ଜନଗର ରେ ଆଜି ସର୍ବଧିକ ୪୦ନୂଆ ପଜିଟିଭ ।

ଭଞ୍ଜନଗର,୨୫/୦୭(ପିପିଟି); ଭଞ୍ଜନଗର ସହରରେ କୋରନା ନିୟନ୍ତ୍ରଣ ପାଇଁ ଗତମାସ ୨୫ତାରିଖରୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି। ଯାହାଫଳରେ ଆଜି ପର୍ଯ୍ୟନ୍ତ ସବୁ ରାସ୍ତାର ପ୍ରବେଶ ପଥରେ ବ୍ୟାରିକେଡ କରି ଦୋକାନ ବଜାର,
Read More...

କୋଭିଡ ଯୋଦ୍ଧା ପୋଲିସ ଏଏସଆଇଙ୍କ ଦେହାନ୍ତ ,ପ୍ରଶାସନର ସହାୟତାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶୋକସଭା ଓ ଶବ ସତ୍କାର ।

କୋଦଳା,୨୫/୦୭(ପିପିଟି); ଶନିବାର ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ।କର୍ତ୍ତବ୍ଯରତ ଜଣେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳ ନିସ୍ତବ୍ଧ ହୋଇଯାଇଛି ।କୋଦଳା ମେଡିକାଲ ପରିସରରେ ଜିଲ୍ଲା ପ୍ରଶାସନ ତଥା ବ୍ଲକ ଓ
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୦ ।

ପାରଳାଖେମୁଣ୍ଡି,ତା-୨୫/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫୨୦୦, ଚିକିତ୍ସିତ ସଂଖ୍ୟା ୮୬୫୦, ମୃତ ସଂଖ୍ୟା ୧୩୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଜପତି ଜିଲ୍ଲାରେ ଆକ୍ରାନ୍ତ
Read More...

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ।

ପଦ୍ମପୁର,୨୫/୦୭(ପିପିଟି); ପଦ୍ମପୁର ବ୍ଲକ ଅଧିନସ୍ଥ ପଲସାପାଲି ପଞ୍ଚାୟତ ସାରଙ୍ଗପୁର ଗ୍ରାମ ରେ ପ୍ରତିବର୍ଷ ଚାଷୀ ଏବଂ ଗ୍ରାମବାସୀ ବର୍ଷା ପାଇଁ ଇନ୍ଦ୍ରଦେବକୁ ପୂଜା କରିଥାନ୍ତି ଏଥିରେ ବହୁତ ଜନସମାଗମ ଏବଂ ବିଭିନ୍ନ
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୮୯୧୬; ୨୪ ଘଣ୍ଟାରେ ସୁସ୍ଥ ୩୨୨୨୪ ଏବଂ ମୃତ ସଂଖ୍ୟା ୭୫୭ ।

ନୂଆଦିଲ୍ଲୀ,୨୫/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୪୮୯୧୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୨୨୨୩ ଏବଂ ୭୫୭ ସଂକ୍ରମିତଙ୍କ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬୦ ।

ବ୍ରହ୍ମପୁର ,ତା-୨୫/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫,୨୦୧, ଚିକିତ୍ସିତ ସଂଖ୍ୟା ୮,୬୪୯, ମୃତ ସଂଖ୍ୟା ୧୩୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...