ହିଞ୍ଜିଳି ଥାନା ଅନ୍ତର୍ଗତ ଅନ୍ତରିଗାଁରେ କୋଭିଡ୍ ନିୟମର ଉଲଂଘନ କରି ଫସିଲେ ଗ୍ରାମବାସୀ ।

ହିଞ୍ଜିଳିକାଟୁ,ତା-୨୯/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ ମାହାମାରୀ କରୋନାକୁ ପ୍ରତିହିତ କରିବା ସକାଶେ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଥିବା ବେଳେ ଏହାକୁ ପୁରୁଷୋତ୍ତମପୁର ବ୍ଳକ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ
Read More...

ଅଧାପୋଡା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର।

ବୋଲଗଡ,୩୦/୦୭(ପିପିଟି); ଖୋର୍ଦ୍ଧା ଗୋଶାଳା ପଡ଼ିଆ ହେଲିପ୍ୟାଡ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଅଧା ପୋଡ଼ା ଅବସ୍ଥାରେ ଏକ ଯୁବତୀର ମୃତ ଦେହ ପଡ଼ିଛି ।ଯାହାର ବୟସ ଆନୁମାନିକ ୨୨ ରୁ ୨୫ ବର୍ଷ ହେବ।ଖବର ପାଇ ଖୋର୍ଦ୍ଧା ଥାନା
Read More...

ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନଆମ୍ବଗାଁର ପୋଖରୀରେ ବୁଡି ଶିଶୁ କନ୍ୟା ମୃତ ।

ହିଞ୍ଜିଳିକାଟୁ,ତା-୩୦/୦୭(ପିପିଟି) ;  ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନଆମ୍ବଗାଁରେ ଗୁରୁବାର ପୂର୍ବାହ୍ନରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଉକ୍ତ ଗ୍ରାମର ତେଲି ବନ୍ଧରୁ ଏକ ଶିଶୁ କନ୍ୟାର ମୃତ ଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର
Read More...

ହିଞ୍ଜିଳିକାଟୁରେ ନିର୍ମିତ କ୍ଷୁଦ୍ର ଚଳଚିତ୍ର ଅଭିଳାଷ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ।

ହିଞ୍ଜିଳିକାଟୁ,ତା-୩୦/୦୭(ପିପିଟି) ; କୋରୋନା ସଂକ୍ରମଣ ବେଳେ ଲକଡାଉନ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଚଳଚିତ୍ର ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ନ୍ୟୁ ନର୍ମାଲ ଇଣ୍ଟରନସନାଲ ଫିଲ୍ମ ଚାଲେଞ୍ଜ
Read More...

କୋଙ୍କରଡ଼ା ହସ୍ପିଟାଲ ଓ ମେଡ଼ିସିନ ଦୋକାନ ସିଲ କୁ ନେଇ ଉତ୍ତେଜନା ତହସିଲଦାର ସମେତ ପ୍ରଶାସନିକ ଅଧିକାରୀ ଓ ପୁଲିସକୁ…

ସାନଖେମୁଣ୍ଡି,୩୦/୦୭(ପିପିଟି); ସମ୍ପ୍ରତି ମହାମାରୀ କରୋନା ଗଞ୍ଜାମ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । କରୋନା ଦାଉରୁ ନିରୀହ ମନୁଷ୍ୟ ମାନଙ୍କୁ ରକ୍ଷା କରିବାପାଇଁ ପ୍ରଶାସନଠୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ
Read More...

ବଡମହୁରୀ ପଞ୍ଚାୟତରେ ମଦ ଓ ମାଂସର ଆସରକୁ ନେଇ ଉତ୍ତେଜନା,ଘଟଣାର ତଦନ୍ତ ପାଇଁ ଦାବି ।

କବିସୂର୍ଯ୍ଯ ନଗର,୩୦/୦୭(ପିପିଟି);କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ଜୁଲାଇ ୨୯ ତାରିଖ ରାତ୍ର ପ୍ରାୟ ୧୦ଟା ସମୟରେ ମଦ ଓ ମାଂସର ଆସରକୁ ନେଇ ଉତ୍ତେଜନା ।ଘଟଣା ସମ୍ପର୍କରେ ଜଣାପଡିଛି ଯେ
Read More...

ଜିଲ୍ଲା ସ୍ତରୀୟ ବନୀକରଣ ସମନ୍ବୟ କମିଟି ବୈଠକ,ସୁନ୍ଦର ପୋଖରୀ ଯୋଗୁଁ ବିଡିଓ ମାନଙ୍କୁ ଜିଲ୍ଲାପାଳଙ୍କ ପ୍ରଶଂସା ।

ଛତ୍ରପୁର, ତା.୩୦/୦୭(ପିପିଟି); ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବନୀକରଣ ସମନ୍ବୟ କମିଟି ର ଆଲୋଚନା ଜୁମ୍ ଭିଡିଓ କନଫରେନ୍ସିଂ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ
Read More...

ପତ୍ର ହଲିଲେ ହଜିଯାଉଛି ବିଜୁଳି , ଅନଲାଇନ କ୍ଲାସ୍ ଠପ୍ , ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ।

କୋଦଳା,୩୦/୦୭(ପିପିଟି); କୋଦଳା ଯେଉଠି ପତ୍ର ହଲିବା ଆରମ୍ଭ ହେଲେ ହଜିଯାଉଚି ବିଜୁଳି । ସତେ ଯେମିତି ପବନ କୁ ଚାହିଁ ବସିଥାଉଛନ୍ତି ବିଦ୍ୟୁତ ବିଭାଗ କର୍ମଚାରି । ଥରେ ବିଜୁଳି ଗଲେ କେତେବେଳେ ଆସିବ କେହି ଜାଣିପାରୁନାହାନ୍ତି
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୨ ।

ପାରଳାଖେମୁଣ୍ଡି,ତା-୩୦/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୯୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୯୩୯, ଚିକିତ୍ସିତ ସଂଖ୍ୟା ୧୧,୨୩୪, ମୃତ ସଂଖ୍ୟା ୧୬୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଜପତି ଜିଲ୍ଲାରେ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫୦ ।

ବ୍ରହ୍ମପୁର ,ତା-୩୦/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୯୩୯, ଚିକିତ୍ସିତ ସଂଖ୍ୟା ୧୧,୨୩୪, ମୃତ ସଂଖ୍ୟା ୧୬୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...