ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩୧ ।

ବ୍ରହ୍ମପୁର ,ତା-୦୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୧,୯୫୫, ଚିକିତ୍ସିତ ସଂଖ୍ୟା ୧୪,୦୯୪, ମୃତ ସଂଖ୍ୟା ୨୦୭ ଓ ଅନ୍ଯ ମୃତ ସଂଖ୍ୟା ୪୧ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩୬୨୯୭ , ସୁସ୍ଥ ସଂଖ୍ୟା ୨୧୯୫୫ ଓ ମୃତ ସଂଖ୍ୟା ୨୦୭ ।

ଭୁବନେଶ୍ଵର,ତା-୦୩/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧,୩୨୩ ମଧ୍ୟରୁ ୭,୫୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୭ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୪,୯୧୪ ମଧ୍ୟରୁ
Read More...

ଟ୍ରାକ୍ଟର ଧକ୍କାରେ ୩ଟି ବାଇକ ଓ ଗୋଟିଏ ସାଇକେଲ ଚୁରମାର ।

ବେଲଗୁଣ୍ଠା,୦୨/୦୮(ପିପିଟି);ବେଲଗୁଣ୍ଠା ବାଙ୍କବଜାରଠାରେ ଏକ ଟ୍ରାକ୍ଟର ଧକ୍କାରେ ରାସ୍ତା କଡ ତଥା ନିଜ ଘର ପାଖରେରେ ପାର୍କିଂ ହୋଇଥିବା ସ୍ଥାନୀୟ ଲୋକଙ୍କ ୩ ଟି ବାଇକ ଓ ଗୋଟିଏ ସାଇକେଲ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ
Read More...

ଉପ ଜିଲ୍ଲାପାଳ ଶ୍ରମିକଙ୍କ ସହ ଶ୍ରମଦାନ କଲେ ।

ପଦ୍ମପୁର,୦୨/୦୮(ପିପିଟି);ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ନିର୍ଦ୍ଦେଶାନାମା ଜାରି କରାଯାଇଥିବା ଲକଡାଉନ ତଦାରଖ କରିବାପାଇଁ ପଦ୍ମପୁରର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ପଦ୍ମପୁର ସହର ଓ ନିକଟସ୍ଥ
Read More...

ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ।

ବୋଲଗଡ,୦୨/୦୮(ପିପିଟି); ରଣପୁର ବ୍ଲକରେ ଜଣେ କାର୍ଯ୍ୟରତ ୱେବ୍ ମିଡିଆ ସାମ୍ବାଦିକଙ୍କ ନାମରେ ରଣପୁର ପୋଲିସ ଆକ୍ରୋଶ ମୂଳକ ମନୋଭାବ ରଖି ମିଥ୍ୟା ମାମଲା ରୁଜୁ କରିଛି । ସୂଚନା ଅନୁସାରେ ୱେବ୍ ମିଡ଼ିଆରେ କାର୍ଯ୍ୟ କରୁଥିବା
Read More...

କଣ୍ଟେନମେଣ୍ଟ ଜୋନ୍ ଉଠାଇବାନେଇ ହାଟପଦା ବ୍ୟବସାୟୀ ମାନଙ୍କ ସହ ନୀର୍ବାହୀ ଅଧିକାରୀଙ୍କ ଆଲୋଚନା ।

ବେଲଗୁଣ୍ଠା,୦୨/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାର କିଛି ସହରକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ପ୍ରାୟ ଜକ ମାସରୁ ଉର୍ଦ୍ଧ୍ବ ସଟ୍ ଡାଉନ କରିଛନ୍ତି ।କଣ୍ଟେନମେଣ୍ଟ
Read More...

ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

ହିଞ୍ଜିଳିକାଟୁ,ତା-୦୨/୦୮(ପିପିଟି) ;ମା ଶ୍ୟମଳାଇ ବିଦ୍ୟାପୀଠ ର ପୂର୍ବତନ ଛାତ୍ର ପରିଷଦ ତରଫରୁ ପୋଡଙ୍ଗି ଗ୍ରାମର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବେଲ, ଅଁଳା, ଜାମୁକୋଳି, ନିମ ପରି ଔଷଧୀୟ ବୃକ୍ଷ ସହିତ ଅର୍ଜୁନ ଓ
Read More...

ବିରମହାରାଜପୁର ବ୍ଲକରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ, ହିଲୁଙ୍ଗ ଓ କମଳପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।

ଉଲୁଣ୍ଡା,୦୨/୦୮(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ହିଲୁଙ୍ଗ ଓ କମଳ ପୁର ଗ୍ରାମରେ ଶନିବାର ଜଣେ ଲେଖାଏଁ କରୋନା ପୋଜିଟିଭ ଚିହ୍ନଟ ହେବାପରେ ଆଜି ଉଭୟ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
Read More...

ଆଜି ଭଞ୍ଜନଗରରେ ୧୮ପଜିଟିଭ ରୁ ଲେମ୍ଭେଇର ୧୨ଜଣ ।

ଭଞ୍ଜନଗର,୦୨/୦୮(ପିପିଟି); ଆଜି ଗଞ୍ଜାମ ଜିଲ୍ଲାରେ ୩୨୦ଜଣ ନୂଆ କୋରନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୮ଜଣ ଆକ୍ରାନ୍ତ ରହିଛନ୍ତି।ହେଲେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲେମ୍ବେଇ
Read More...