କୋଭିଡ କଟକଣା ମଧ୍ୟରେ ବେଗୁନିଆପଡା ବ୍ଲକ ଅଞ୍ଚଳରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ।
କୋଦଳା,୧୩/୦୪(ପିପିଟି); କୋଭିଡ କଟକଣା କୁ ପାଥେୟ କରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମାଳ ବେଲପଡା, ଷଣ୍ଢମୂଳ, ତାଳସର ଆଦି ବିଭିନ୍ନ ସ୍ଥାନରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମେରୁ ପଡ଼ିଆ ରେ…
Read More...
Read More...