ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୬ ।

ବ୍ରହ୍ମପୁର ,ତା-୨୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୬,୯୩୬, ଚିକିତ୍ସିତ ସଂଖ୍ୟା ୨୨,୬୫୧, ମୃତ ସଂଖ୍ୟା ୩୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୭୦୦୨୦ , ସୁସ୍ଥ ସଂଖ୍ୟା ୪୬୯୩୬,ମୃତ୍ୟୁ ସଂଖ୍ୟା ୩୮୦ ।

ଭୁବନେଶ୍ଵର,ତା-୨୦/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୫,୭୨୪ ମଧ୍ୟରୁ ୧୩,୪୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୦,୩୭୦
Read More...

ତିନିଦିନ ଧରି ପୌରପରିଷଦ କର୍ମଚାରୀ ବାଣ୍ଟୁଛନ୍ତି ଭତ୍ତା।

ରାୟଗଡା,୧୯/୦୮(ପିପିଟି); ଗୁଣପୁର ପୌରପରିଷଦ ପକ୍ଷରୁ କବିଡ଼-୧୯କୁ ଦୃଷ୍ଟିରେ ରଖି ଗାଁ କୁ ଗାଁ ବୁଲି ହିତାଧିକାରୀଙ୍କୁ ବାଣ୍ଟୁଛନ୍ତି ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା। ଆଗରୁ ପୌରପରିଷଦ ଅଧୀନରେ ଥିବା ଦୂର ଦୁରନ୍ତ
Read More...

ରାମନାଗୁଡା ବ୍ଲକରେ କରୋନା ପରିଚାଳନା ଉପରେ ଆପତ୍ତି ଉଠାଇଲେ ପଡାଲ ପଦର ଗ୍ରାମବାସୀ ।

ରାୟଗଡା,୧୯/୦୮(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପେନକାମ ଗ୍ରାମ ପଞ୍ଚାୟତ ଅଧିନ ପଡାଲପଦର ଗ୍ରାମବାସୀ କରୋନା ପରିଚାଳନାକୁ ନେଇ ବ୍ଲକ ପ୍ରଶାସନ, ରାଜସ୍ବ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଉପରେ ବିଷୋଦଗାର କରିଛନ୍ତି।
Read More...

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ଦଣ୍ଡବିଧାନ ଆଦେଶକୁ ପ୍ରତ୍ୟାହାର ଦାବିରେ ବୁଦ୍ଧିଜୀବିଙ୍କ…

ବ୍ରହ୍ମପୁର, ତା ୧୯/୦୮;ଅଦାଲତ ଅବମାନନା ଅଭିଯୋଗରେ ଗତ ୧୪ ଅଗଷ୍ଟ ୨୦୨୦ ତାରିଖରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ତଥା ଦେଶର ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଘର୍ଷ କରି
Read More...

ଘରୋଇ କଳହରୁ ଯୁବତୀଙ୍କ କିରୋସିନ ଢାଳି ଆତ୍ମହତ୍ୟା ।

ବେଲଗୁଣ୍ଠI,୧୯/୦୮(ପିପିଟି); ପାରିବାରିକ କଳହକୁ କେନ୍ଦ୍ର କରି ୨୪ ବର୍ଷୀୟ ଜଣେ ଘରୋଇ ଶିକ୍ଷୟିତ୍ରୀ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଜଣା ପଡିଛି । ଆତ୍ମହତ୍ୟା କରିଥିବା ଶିକ୍ଷୟିତ୍ରୀ ହେଲେ ଅହଲ୍ୟା ବେହେରା
Read More...

ରୋଟାରି କ୍ଳବ ତରଫରୁ ସାନିଟାଇଜର୍ ମେସିନ ପ୍ରଦାନ ଓ ସଚେତନତା ।

ବେଲଗୁଣ୍ଠା,୧୯/୦୮(ପିପିଟି); କରୋନା ରୁ ଦୁରେଇ ରହିବା ପାଇଁ ହାତ ଧୋଇବା, ହାତ ସାନିଟାଇଜ କରିବା, ମାସ୍କ ପିନ୍ଧିବା ଜରୁରୀ କାଳୀନ ଦିନଚର୍ଯ୍ୟାରେ ପରିଣତ ହୋଇଛି ।ଏଥିପାଇଁ ଭଞ୍ଜନଗର ରୋଟାରି କ୍ଳବ ତରଫରୁ ଆଜି ବେଲଗୁଣ୍ଠା
Read More...

କାରରୁ ୧୨୦ କିଲୋ ଗଞ୍ଜାଇ ଜବତ,୫ ଜଣ ଗିରଫ । ନନ୍ଦ ପଟ୍ଟନାୟକ ।

ଫୁଲବାଣୀ,୧୯/୦୮(ପିପିଟି); କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଗତ ୧୮ ତାରିଖ ରାତିରେ ଏକ ନମ୍ବର ବିହୀନ ପ୍ରେସ୍ ଲେଖାଥିବା ସ୍ବୀଫ୍ଟ ଡିଯାଇଆର କାରରୁ ୧୨୦କିଲୋ ଗଞ୍ଜାଇ ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି । ଏନେଇ ଆଜି
Read More...

ଦାନଗଦି ଠାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିରରେ ୧୮୨ ୟୁନିଟ ରକ୍ତ ସଂଗ୍ରହ ।

ଯାଜପୁର,୧୯/୦୮(ପିପିଟି); ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ବିଜୁ ଜନତା ଦଳ ପକ୍ଷରୁ ଦାନଗଦି ବିଜେଡି କାର୍ଯ୍ୟଳରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ ଯାଜପୁର
Read More...