ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୭୨୭୧୮ , ସୁସ୍ଥ ସଂଖ୍ୟା ୪୮୫୭୭,ମୃତ୍ୟୁ ସଂଖ୍ୟା ୩୯୦ ।

ଭୁବନେଶ୍ଵର,ତା-୨୧/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୫,୮୮୬ ମଧ୍ୟରୁ ୧୩,୭୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୦,୮୪୫
Read More...

ଗୋଟେ ପଟେ ମନ୍ଦିର ନିର୍ମାଣ ଏବଂ ଅନ୍ୟ ପଟେ ପାର୍କ ତିଆରି ପାଇଁ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ।

ଦିଗପହଣ୍ଡି,୨୦/୦୮(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ହରିଜନ ସାହିର ବାସିନ୍ଦା ଏବଂ କଲେଜ ଛକ ସାହିର ବାସିନ୍ଦାଙ୍କ ମଧ୍ୟେ
Read More...

ସବୁ ବେଳେ ସବୁ ସମୟରେ ଲୋକଙ୍କ ସହ ଅଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ : ହିମାଂଶୁ ।

ଯାଜପୁର,୨୦/୦୮(ପିପିଟି); ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଲଗାଣ ବର୍ଷା ଦ୍ୱାରା ଜଳବନ୍ଦୀ ଓ ଚାଳ ଛପର ଉଡିଯାଇଥିବା ସମୟରେ ଥାନୁଆଳ ପଞ୍ଚାୟତର ଖୁଣ୍ଟା ଏବଂ ମହିସରା ପଞ୍ଚାୟତର ପାରିଖେତ ଓ କୋତପୁର ପଞ୍ଚାୟତର
Read More...

ବିଜେଡିର ନୂଆ ସାଂଗଠନିକ ଦାୟିତ୍ୱ, ବେଲଗୁଣ୍ଠା ବ୍ଳକରୁ ପ୍ରଶାନ୍ତ ନାୟକ ସ୍ଥାନ ପାଇଲେ ।

ବେଲଗୁଣ୍ଠା,୨୦/୦୮(ପିପିଟି);ରାଜ୍ୟ ବିଜେଡିର ନୁଆ ସାଂଗଠନିକ ଦାୟିତ୍ୱରେ ୪୫ଜଣଙ୍କୁ ସଂପାଦକ ଓ ୪୧ ଜଣକୁ ଯୁଗ୍ମ ସଂପାଦକ ଭାବେ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ସାଧାରଣ ସଂପାଦକ ମାନସ
Read More...

କରୋନା କରୋନ କଟକଣା ନ ମାନି ଦୁଇ ଦିନରେ ୬୦୬୦୦ ଟଙ୍କା ଜୋରିମାନା ଦେଲେ ଅମାନିଆ ।

ବେଲଗୁଣ୍ଠା,୨୦/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ମାସରୁ କରୋନା କଟକଣା କିଛି ମାତ୍ରାରେ କୋହଳ।କରାଯାଇଥିଲେ ମଧ୍ୟ ମାସ୍କ ପିନ୍ଧିବା, ବାଇକରେ ଏକରୁ ଅଧିକ ଲୋକ ନ ଯିବା,ସାମାଜିକ ଦୁରତା ରକ୍ଷା କରିବା ଇତ୍ୟାଦି
Read More...

ବେଲଗୁଣ୍ଠା ବ୍ଳକରେ କରୋନା ସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ; ପ୍ରଥମ ଦିନରେ ୧୨୧ ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଲେ…

ବେଲଗୁଣ୍ଠା,୨୦/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଥିବା ବେଳେ କରୋନା ରୁ ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରିରହିଛି
Read More...

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଳା ପ୍ରଶାସନର ତନଖି ।

ଯାଜପୁର ,ତା-୨୦/୦୮(ପିପିଟି) ; ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଳାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତନଖି କରାଯାଇଚ୍ଥି । ରାଜ୍ୟ
Read More...

ସରକାରୀ ମୁଖ୍ୟ ସଚେତକ ଓ ପ୍ରଶାସନ ବିଂଝାରପୁର ଜଳ ପ୍ଳାବିତ ଜମିର ସ୍ଥିତି ପରଖିଲେ ।

ଯାଜପୁର,ତା- ୨୦/୦୮(ପିପିଟି) ; ଯାଜପୁର ଜିଲ୍ଳାର ଅଗଷ୍ଟ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ନିରବଚ୍ଚ୍ଥିନ୍ନ ବର୍ଷା ଯୋଗୁଁ ବ୍ୟାପକ ଜମି ଜଳ ପ୍ଳାବିତ ହୋଇଚ୍ଥି । ବିଶେଷ କରି ବିଂଝାରପୁର ବ୍ଳ୍କର ବିସ୍ତୃତ ଅଳରେ ପାଣି
Read More...

କୁଆଖିଆ ପୋଲିସର ସଫଳତା :୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କଲା ।

ଯାଜପୁର,୨୦/୦୮(ପିପିଟି) ; ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଶେଷ ସୂତ୍ରରୁ
Read More...

ପୋଖରୀ ରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ।

ଶେରଗଡ,୨୦/୦୮(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନୃସିହପୁର ଗ୍ରାମରେ ରାଜୁ ନାୟକ(୭୦)ନାମକ ଜଣେ ବୃଦ୍ଧ ମଧ୍ୟାହ୍ନ ୧ ଟାଏ ବେଳେ ସ୍ନାନ କରିବାକୁ ଗାଁ ମଧ୍ୟରେ ଥିବା ପୋଖରୀକୁ ଯାଇଥିବା ବେଳେ ପୋଖରୀ ପଡ଼ି ବୃଦ୍ଧଙ୍କ
Read More...