ବିହାର ନିର୍ବାଚନ ସ୍ଥଗିତ ପାଇଁ ମନାକଲେ ସୁପ୍ରିମକୋର୍ଟ ।

ନୂଆଦିଲ୍ଲୀ,୨୯/୦୮: ବିହାର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଏକ ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଆଗ୍ରହ୍ଯ କରିଦେଇଛନ୍ତି । ଅବିନାଶ ଠାକୁରଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ
Read More...

ଭଞ୍ଜନଗର ରୁ ଆଜି ୧୦ପଜିଟିଭ ।

ଭଞ୍ଜନଗର,୨୮/୦(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି ମଧ୍ୟ ଅନ୍ୟ ଜିଲ୍ଲା ଅପେକ୍ଷା କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର କମ ରହିଛି।ସମଗ୍ର ଜିଲ୍ଲାରେ ଆଜି ୧୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୧୦ଜଣ
Read More...

ବେଲଗୁଣ୍ଠା ଆମିଷ ବଜାର ଭେଣ୍ଡିଂ ଜୋନ୍ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ।

ବେଲଗୁଣ୍ଠା,୨୮/୦୮(ପିପିଟି); ବେଲଗୁଣ୍ଠା ଆମିଷ ବଜାର ଭେଣ୍ଡିଂ ଜୋନ୍ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ବେଲଗୁଣ୍ଠା ଆମିଷ ବ୍ୟବସାୟୀ ।ଏହାର ପ୍ରତିବାଦରେ ସମସ୍ତ ଆମିଷ ବ୍ୟବସାୟୀଙ୍କ ଦସ୍ତଖତ ଥିବା ଏକ ଅଭିଯୋଗ ପତ୍ର
Read More...

କୋଦଳା ଏନ୍ଏସି ର ବୃକ୍ଷରୋପଣ କାର୍ଯକ୍ରମ ।

କୋଦଳା,୨୮/୦୮(ପିପିଟି); "ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ "। ବୃକ୍ଷ ହିଁ ଜୀବନ ।ଶୁକ୍ରବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ଯେକ୍ଷ ତତ୍ଵାବଧାନ ରେ ମୁଖ୍ୟ
Read More...

ମାହାଙ୍ଗା ସରପଞ୍ଚଙ୍କ ଦଳିତ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଧମକକୁ ବିଭିନ୍ନ ମହଲରେ ନିନ୍ଦା ।

ଭୁବନେଶ୍ୱର, ତା୨୮/୦୮/୨୦: ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା, ଜାତିଗତ ଆକ୍ଷେପ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ବିଚ୍ ରାସ୍ତାରେ ଜଣେ ଦଳିତ ବର୍ଗର ଯୁବକଙ୍କୁ ମାହାଙ୍ଗା ଗ୍ରାମ ପଞ୍ଚାୟତର ଶାସକ ଦଳର ସରପଞ୍ଚ ଜାତିଗତ
Read More...

ଉଷା ପାଢୀଙ୍କୁ ବ୍ଯୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଦାୟିତ୍ୱ ମିଳିଲା ।

ନୂଆଦିଲ୍ଲୀ:ଓଡିଶାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ପଦୋନ୍ନତି ପରେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି । ବଡ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩
Read More...

ରୋଟାରୀ କ୍ଳବ ତରଫରୁ କୋଭିଡ ଯୋଦ୍ଧା ମୃତ ଶିକ୍ଷକ କୁଶଧ୍ବଜଙ୍କ ପରିବାରକୁ ସହାୟତା ।

ଭଞ୍ଜନଗର,୨୮/୦୮(ପିପିଟି); ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ କୋଭିଡରେ ମୃତ୍ୟୁ ବରଣ କରିଥିବା କୋଭିଡ ଯୋଦ୍ଧା ଶିକ୍ଷକ କୁଶଧ୍ବଜ ସେଠୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଏକ ମାସ ନିମିତ୍ତ ରାସନ ସାମଗ୍ରୀ ,କିଛି
Read More...

ଦାଦନ ସମସ୍ୟାର ଦୂରୀକରଣ ଓ ଗଞ୍ଜାମ ଜିଲ୍ଲାରେ ବୟନ ଶିଳ୍ପ ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ।

ହିଞ୍ଜିଳିକାଟୁ,ତା-୨୮/୦୮(ପିପିଟି) ;  ସମଗ୍ର ବିଶ୍ୱ ଆଜି କରୋନାର କରାଳ ଛାୟାରେ ଜର୍ଜରିତ। ଏହି ମହାମାରୀ ସାରା ବିଶ୍ୱକୁ ଦୀର୍ଘ ପାଞ୍ଚ ମାସରୁ ଉର୍ଦ୍ଧ୍ବ ସମୟ ଧରି ସମଗ୍ର ମାନବ ସମାଜକୁ ଦୟନୀୟ କରିବା ସହ ବିଶ୍ୱ
Read More...

୨୯ ଗୋଟି ଗ୍ରାମରେ ସେଟଲମେଣ୍ଟ ସହିତ ନୂତନ ଜମି ପଟ୍ଟା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ଘଡାଇଙ୍କ…

ଯାଜପୁର -ତା.୨୮/୦୮(ପିପିଟି); ଯାଜପୁର ଜିଲ୍ଲା ଦାନଗଦୀ ଏବଂ ସୁକିନ୍ଦା ତହସିଲରେ ଅବସ୍ଥିତ ୨୯ ଗୋଟି ଗ୍ରାମରେ (ଯାହାକି ପୂର୍ବରୁ ଯାଜପୁରରୋଡ ତହସିଲରେ ଅନ୍ତର୍ଭୁକ୍ତ ଥିଲା) ସେଟଲମେଣ୍ଟ କରିବା ପାଇଁ ରାଜ୍ୟସରକାର
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୭୭,୭୬୦; ୨୪ ଘଣ୍ଟାରେ ସୁସ୍ଥ ୬୦,୧୭୭ ଏବଂ ମୃତ ସଂଖ୍ୟା ୧୦୫୭ ।

ନୂଆଦିଲ୍ଲୀ,୨୮/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୭,୭୬୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୦,୧୭୭ ଏବଂ ୧୦୫୭ ସଂକ୍ରମିତଙ୍କ
Read More...