ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୮୬,୪୩୨; ୨୪ ଘଣ୍ଟାରେ ସୁସ୍ଥ ୭୦,୦୭୨ ଏବଂ ମୃତ ସଂଖ୍ୟା ୧୦୮୯ ।
ନୂଆଦିଲ୍ଲୀ,୦୫/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୮୬,୪୩୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୭୦,୦୭୨ ଏବଂ ୧୦୮୯ ସଂକ୍ରମିତଙ୍କ!-->…
Read More...
Read More...