ଅଜଣା ଗାଡି ଧକ୍କାରେ ଜଣେ ମୃତ ଓ ଜଣେ ଆହତ ।

ପଦ୍ମପୁର,୦୯/୦୯(ପିପିଟି); ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବିଜେପୁର ଥାନା କଲେଜ ଛକରେ ଏକ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକର ମୃତ୍ୟୁ ହୋଇ ଯାଇଛି। ମୃତକ ଜଣକ ହେଲେ ବିଜେପୁର ଥାନା ଅନ୍ତର୍ଗତ କର୍ଲେ ଗାଁର
Read More...

ଜଗତସିଂହପୁର ସହରରେ ସରକାରଙ୍କ କଟକଣାକୁ ବେଖାତିର ଓ ସାମାଜିକ ଦୁରତ୍ୱକୁ ‘ଫୁ’ ।

ଜଗତସିଂହପୁର,୦୯/୦୯(ପିପିଟି); କଟକଣା କୋହଳ ପରେ ବଢୁଛି ଗହଳି । ମାନୁନାହାନ୍ତି ସାମାଜିକ ଦୂରତ୍ୱ, କରୋନା ମୁକାବିଲା ପାଇଁ ସରକାରଙ୍କ ଶେଷ ପର୍ଯ୍ୟାୟ ତାଲାବନ୍ଦ ନିୟମରେ ସରକାରଙ୍କ ଜାରି ମାର୍ଗଦର୍ଶୀକା ଅନୁଯାୟୀ ଜିଲା
Read More...

ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ମା ୭୨ ବର୍ଷ ବୟସରେ ପରଲୋକ ।

ସାନଖେମୁଣ୍ଡି, ୦୯/୦୯(ପିପିଟି); ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ମାତା ଅପସରି ଜେନାଙ୍କ ଆଜି ସକାଳେ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
Read More...

ସାମନ୍ତରାପୁରରେ ଜୀବନବିନ୍ଦୁ, ୩୫ ୟୁନିଟ ରକ୍ତ ସଂଗୃହୀତ ।

ପାତ୍ରପୁର,୦୯/୦୯(ପିପିଟି); ଚିକିଟି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ଗଂଜାମ ଜିଲ୍ଲା ବିଜେଡି ସମ୍ପାଦକ ସ୍ବର୍ଗତ ହରିକୃଷ୍ଣ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କଳ୍ପେଶ୍ୱର ଆଞ୍ଚଳିକ ଯୁବକ ସଂଘ ତରଫରୁ
Read More...

ଗଞ୍ଜେଇ ଗାଡି ସହ ଜଣେ ଗିରଫ,ତିନି କ୍ବିଣ୍ଟାଲ ଗଞ୍ଜେଇ ଜବତ ।

ମାଲକାନଗିରି,ତା:୦୯/୦୯(ପିପିଟି); ଏକ କଦଳୀ ବୋଝେଇ ପିକଅପ୍ ଭ୍ୟାନ୍ ଭିତରେ ଅଭିନବ ଉପାୟରେ ଜଣେ ବ୍ଯକ୍ତି ଗଞ୍ଜେଇ ନେଉଥିବା ବିଶ୍ବସ୍ଥ ସୂତ୍ରରୁ ସୂଚନା ପାଇ ସ୍ଥାନୀୟ କୁଡୁମୁଲ ଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର
Read More...

ବିଧାୟିକାଙ୍କ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା ଓ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ।

କୋଦଳା,୦୯/୦୯(ପିପିଟି); ବୁଧବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ଏନ୍ଏସି କାର୍ୟାଳୟ ଗସ୍ତ କରି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ଉପସ୍ଥିତି ରେ ୧୭୮ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ
Read More...

ବାଗବୁରାଇ ଗ୍ରାମରେ ଆଣ୍ଟିଜେନ୍ ଟେଷ୍ଟ ।

କଳାହାଣ୍ଡି,୦୯/୦୯(ପିପିଟି); ବାଗବୁରାଇ ଗ୍ରାମ ରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗବୁରାଇ ଗ୍ରାମର ସରକାରୀ ବିଦ୍ଯାଳୟରେ ରାପିଡ୍ ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଏହି
Read More...

ଧର୍ମପରାୟଣ ମହିଳା ବେଲମତୀ ସାହୁଙ୍କ ପରଲୋକ ।

ପଦ୍ମପୁର,୦୯/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ବ୍ଲକର ଡୁମେରବାହାଲ ଗ୍ରାମର ଧର୍ମପରାୟଣ ମହିଳା ତଥା ପରୋପକାରୀ ୯୦ ବର୍ଷିଆ ମାଁ ବେଲମତୀ ସାହୁ ଇହଧାମ ରେ ଆଉ ନାହାନ୍ତି । ଗତ ରାତ୍ରି ରେ ସେ ପରଲୋକ ଗମନ କଲେ । ସ୍ୱର୍ଗତ
Read More...

ମନ୍ତ୍ରୀ ଓ ସାଂସଦଙ୍କ ବନ୍ଯାଞ୍ଚଳ ପରିଦର୍ଶନ ।

ତିର୍ତ୍ତୋଲ ,୦୯/୦୯(ପିପିଟି); ତିର୍ତ୍ତୋଲ୍ ବ୍ଲକ୍ ଅନ୍ତର୍ଗତ କଟରା, ପଟିଲୋ ଗ୍ରାମପଞ୍ଚାୟତର ବର୍ଷାଜନିତ ଅଞ୍ଚଳ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୋମବାର ଦିନ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ
Read More...

ତିର୍ତ୍ତୋଲ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ।

ତିର୍ତ୍ତୋଲ, ୦୯/୦୯(ପିପିଟି); ଆଜି ମାନ୍ଯଵର ବିଧାୟକ ସ୍ଵର୍ଗତ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ତିର୍ତ୍ତୋଲ୍ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଅଛି । ଏଥିରେ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ , ପାରାଦୀପ
Read More...