ବାଇକ୍ ଚାଳକଙ୍କ ଠାରୁ ଜୋରିମାନା ଆଦାୟ ବେଳେ ବ୍ଯବହାର ରସିଦକୁ ନେଇ ସନ୍ଦେହ !

ଫୁଲବାଣୀ,୧୧/୦୯(ପିପିଟି); ଫୁଲବାଣୀ ପୋଲିସ ମୋଟର ଭେଇକେଲ ଆଇନ ନେଇ ହେଲମେଟ ବ୍ୟବହାର କରିନଥିବା ବାଇକ ଚଳକଙ୍କଠୁ ଜୋରିମାନା ଆଦାୟ ବେଳେ ବ୍ୟବହାର କରିଥିବା ରସିଦକୁ ନେଇ ସନ୍ଦେହ ଓ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସରକାରଙ୍କ
Read More...

କନ୍ଧମାଳ ସରକାରୀ ଜବରଦଖଲ କାରୀଙ୍କ ପ୍ରତି ପ୍ରସାଶନର କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ଭଳି ।

ଫୁଲବାଣୀ,୧୧/୦୯(ପିପିଟି); ଫୁଲବାଣୀ ରୁଜାଙ୍ଗି , ତିଲକପଡ଼ା ଜାତୀୟ ରାଜପଥ କଡ଼ରେ ମୂଲ୍ୟବାନ ସରକାରୀ ଜମିକୁ ଜମି ମାଫିଆ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଓ ସେ ଜମିରେ କୋଠା ନିର୍ମାଣକୁ ନେଇ ଅଭିଯୋଗ ହେବା ପରେ
Read More...

ଗୁଡିପାଲି ଖେଳକୁ ନେଇ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ ।

କବିସୂର୍ଯ୍ଯ ନଗର,୧୧/୦୯(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବୁଢାମ୍ବ ପଞ୍ଚାୟତର ଏମ୍ .ଚମ୍ପେଇତପୁର ଗାଁ ରେ ସେପ୍ଟେମ୍ବର ୫ ତାରିଖ ଦିନ ଗୁଡିପାଲି ଖେଳକୁ ନେଇ ନିଜର ସଂପର୍କୀୟ ଭାଇକୁ ଛୁରୀରେ ହତ୍ୟା କରିଥିଲା
Read More...

ମହିଳା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାକଶାଳା ବଗିଚା କିଟ୍ ପ୍ରଦାନ ।

ରାୟଗଡ,୧୧/୦୯(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକର ୧୨ ଗୋଟି ପଂଚାୟତରେ ଆଜିଠାରୁ ଆରମ୍ଭ ହୋଇଛି ଉଦ୍ୟାନ ବିଭାଗ ଦ୍ୱାରା ମହିଳା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାକଶାଳା ବଗିଚା ପନିପରିବା ବିହନ କିଟ୍।
Read More...

ନିଷ୍ଠାର ସହ ପୁରପଲ୍ଲୀରେ ପୁଅ ଜୀଉନ୍ତିଆ ପର୍ବ ପାଳିତ ।

ଉଲୁଣ୍ଡା,୧୧/୦୯(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ନିଷ୍ଠା ଓ କାଷ୍ଠାର ସହ ପୁଅ ଜୀଉନ୍ତିଆ ପର୍ବ ପାଳିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ଗତ କାଲି ରାତିରେ ମଣ୍ଡପ ତିଆରି କରି ବ୍ରତଧାରି
Read More...

ଯୁବ ଆଇନଜୀବୀ ଭୂପତ୍ତି ଭୂଷଣ ପଟ୍ଟନାୟକଙ୍କ ପରଲୋକ ।

ଜଗତସିଂହପୁର,୧୧/୦୯(ପିପିଟି); କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଗାରେଇ ଗ୍ରାମପଞ୍ଚାୟତସ୍ଥ ଚନ୍ଦ୍ରଭେଦପୁର ଗ୍ରାମର ଯୁବ ଓକିଲ ଭୂପତ୍ତି ଭୂଷଣ ପଟ୍ଟନାୟକଙ୍କ ୩୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମଣିଜଙ୍ଗା ଚିକିତ୍ସାଳୟ ରେ ତାଙ୍କୁ
Read More...

ତିର୍ତ୍ତୋଲ ଉପ ନିର୍ବାଚନକୁ ନେଇ ବିଜେଡିର ପ୍ରସ୍ତୁତି ବୈଠକ ।

ଜଗତସିଂହପୁର -୧୧/୦୯ପିପିଟି); ତିର୍ତ୍ତୋଲ ଉପନିର୍ବାଚନ ରେ ବିଜେଡି ର ବିଧାୟକ ପ୍ରାର୍ଥୀ ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିରିଡ଼ି ବ୍ଲକ୍ ବିଜେଡି ସଭାପତି ରବୀନ୍ଦ୍ର କୁମାର ରାଉଳ, ଜଗତସିଂହପୁର ଲୋକସଭା ସାଂସଦ
Read More...

ହରିୟାଣା ବିଜେପି ସରକାରଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ କୃଷକ ଆନ୍ଦୋଳନ ଉପରେ ପୋଲିସର ଦମନ ଲୀଳାକୁ…

ବ୍ରହ୍ମପୁର, ତା ୧୧/୦୯; ହରିୟାଣାର କୃଷକ ଆନ୍ଦୋଳନକାରୀଙ୍କ ଦାବିକୁ ଏଆଇକେକେଏସ ଜାତୀୟ କମିଟି ପକ୍ଷରୁ ହୃଦୟରୁ ସମର୍ଥନ କରିଛି । ଯେତେବେଳେ ଆମର ସଂଗଠନ ଏବଂ ଅନ୍ୟ କୃଷକ ସଂଗଠନ ମୋଦୀ ସରକାରଙ୍କ କୃଷକ ବିରୋଧୀ ଅଧ୍ୟାଦେଶ
Read More...

ସାର ବୋଝେଇ ଟ୍ରାକ୍ଟର ଦୁର୍ଘଟଣା, ୮ ଆହତ ମଧ୍ୟରୁ ୪ ଗୁରୁତର ।

ରାୟଗଡା,୧୧/୦୯(ପିପିଟି); ରାୟଗଡ଼ା ଜିଲ୍ଲା ଗୁଣପୁର ବାଇପାସ ଛକ ନିକଟରେ ଏକ ସାର ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।ଟ୍ରାକ୍ଟର ଟି ଉକମ୍ବା ଠାରୁ ବାୟାଗୁଡା ଯାଉଥିଲା। ସେହି ଟ୍ରାକ୍ଟରରେ ୫୦ ବସ୍ତା ସାର ବୋଝେଇ
Read More...

କଲ୍ୟାଣୀ ମଣ୍ଡପ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠି ସଂଘର୍ଷ, ୪ଜଣ ଥାନାରେ ଅଟକ ।

ଦିଗପହଣ୍ଡି,୧୧/୦୯(ପିପିଟି); ଦିଗପହଣ୍ଡି ଥାନା ମହୁଡା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣକୁ କେନ୍ଦ୍ରକରି ବୁଧବାର ସକାଳେ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ମାମଲାରେ ଦିଗପହଣ୍ଡି
Read More...