ଜଲ ଦସ୍ତଖତରେ ସତ୍ଯପାଠ ଦେଇ ସରକାରୀ ଲାଇସେନ୍ସ ହାତେଇ ଔଷଧ ଦୋକାନ ।

ଫୁଲବାଣୀ,୧୩/୦୯(ପିପିଟି); କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରରେ କିଭଳି ଚାଲିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା ତାହାର ଉଦାହରଣ ହେଉଛି ଫୁଲବାଣୀ ସହର ନାରାୟଣୀ ଛକରେ ଥିବା ଶିବଶକ୍ତି ନାମକ ଏକ ଔଷଧ ଦୋକାନ । ୮ ମାସ
Read More...

ପରଲୋକରେ ବରିଷ୍ଠ ଅଭିନେତା ଅଜିତ୍ ଦାସ ।

ଭୁବନେଶ୍ବର: ଆଜି ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।ସେ  ଭୁବନେଶ୍ଵରର ଏକ ଘରୋଇ ହସ୍‌ପିଟାଲ୍‌ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ବରିଷ୍ଠ
Read More...

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ।

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦେହାନ୍ତ ହୋଇଯାଇଛି । ଆଜି ଦିଲ୍ଲୀର ଏମସରେ ତାଙ୍କର ଦେହାନ୍ତ ହୋଇଛି । ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଥିବା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
Read More...

ପୁର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକାଙ୍କ ବିୟୋଗରେ ରାୟଗଡା ବିଜେଡ଼ି ସଭାପତିଙ୍କ ଶୋକପ୍ରକାଶ ଓ ସମବେଦନା ଜ୍ଞାପନ।

ରାୟଗଡା,୧୩/୦୯(ପିପିଟି); ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକାଙ୍କ ଅବର୍ତମାନରେ ରାୟଗଡା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାସ ସୁବାଇ ଗ୍ରାମକୁ ଯାଇ ଶୋକସନ୍ତପ୍ତ
Read More...

ଅସହାୟ ମହିଳା ଚନ୍ଦ୍ରକାନ୍ତୀ ଆଜି ନିରାଶ୍ରୟ ।

ପଦ୍ମପୁର,୧୩/୦୯(ପିପିଟି); ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର କଟାବାହାଲ ପଂଚାୟତ ଅଧିନସ୍ଥ ଯୁବାଖୋଲ ରେ ଚନ୍ଦ୍ରକାନ୍ତୀ ବିବାହ କରିଥିଲେ । ସ୍ୱାମୀ ଚନ୍ଦ୍ରମଣି ସାହୁ ନିଜ ଗାଁ ରେ ଚାଷବାସ କରି କେତେ ହସଖୁସିରେ
Read More...

ଦିବ୍ଯାଙ୍ଗ ସ୍ବାବଲମ୍ବୀ ହେବା ନିମନ୍ତେ ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ ପାଇଁ ଦାବି ।

ପଦ୍ମପୁର,୧୩/୦୯(ପିପିଟି); ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଭିନ୍ନକ୍ଷମ ମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ବିଭିନ୍ନ ଋଣ ମଧ୍ୟ ଯୋଗେଇବା ନିମନ୍ତେ ସରକାର
Read More...

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର ।

ଭଞ୍ଜନଗର,୧୩/୦୯(ପିପିଟି); ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଳାସପଦର ଛକରେ ଗତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତା କାରଣରୁ ରାତି ୯ଟା ସମୟରେ ୨ଜଣ ଦୁର୍ବୃତ୍ତ ଘର ପଛ ପଟୁ ଆସି ଛାତ ଉପରେ
Read More...

ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଆରୋଗ୍ଯ କାମନାକରି ବିଜେଡି ତରଫରୁ ପୂଜାର୍ଚ୍ଚନା ।

ମାଲକାନଗିରି,ତା:୧୩/୦୯(ପିପିଟି); କିଛି ଦିନ ହେଲା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ଗତ କାଲି ଭୁବନେଶ୍ବର ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୮୬ ।

ଫୁଲବାଣୀ ,ତା-୧୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୫୦,୮୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧.୧୫,୨୭୯, ଚିକିତ୍ସିତ ସଂଖ୍ୟା ୩୪,୮୪୯, ମୃତ ସଂଖ୍ୟା ୬୨୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୬ ସହ
Read More...

ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୮ ।

ରାୟଗଡା ,ତା-୧୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୫,୨୭୯, ଚିକିତ୍ସିତ ସଂଖ୍ୟା ୩୪,୮୪୯, ମୃତ ସଂଖ୍ୟା ୬୨୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୮ ସହ
Read More...