ଓଡିଶା ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମ ଶୁଭାରମ୍ବ କଲେ ରାୟଗଡା ଜିଲ୍ଲାପାଳ ।
ରାୟଗଡା,୦୧/୦୪(ପିପିଟି);ରାୟଗଡା ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଲୋକମାନଙ୍କର ପୁଷ୍ଟି ଉନ୍ନତି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ବିଷମ କଟକ ବ୍ଲକ ଅନ୍ତର୍ଗତ କୁରଲି ଓ…
Read More...
Read More...